Browsing Tag

padmapur news

ସଚେତନ ହେମା ମହୋତ୍ସବର ଦ୍ଵିତୀୟ ଓ ତୃତୀୟ ସନ୍ଧ୍ୟା

ଗୁରୁ ଆନନ୍ଦ ବାଗଙ୍କ ଦେବଗୁରୁ ଲକ୍ଷ୍ମୀପୁରାଣ ମନ ଜିଣିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପରିଚିତ ନାଟକ ଓ ସଂସ୍କୃତିର ଅନୁଷ୍ଠାନ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆୟୋଜିତ ଚଳିତ ମାର୍‌ଜିନାଲ୍‌ଇଜ୍‌ ଫୋକ୍‌ ଥିଏଟର ୨୦୨୪ ମହୋତ୍ସବରେ ଦ୍ଵିତୀୟ ସନ୍ଧ୍ୟାରେ ବେଣୁଧର ସାହୁ ଲୋକନୃତ୍ୟ
Read More...

‘କୋଶଲ ପ୍ରବାହ’ର ମହାପ୍ରଭାବ : ଦୁଆରୁ ବରିହାଙ୍କୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ଅନୁଷ୍ଠାନ ଓ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁର ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ କରୁଣ କାହାଣୀ 'କୋଶଳ ପ୍ରବାହ'ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରଶାସନ ସାହାଯ୍ୟର ହାତ ବଢାଇଛନ୍ତି । ପଦ୍ମପୁର ବିଡ଼ିଓ ଶ୍ରୀ ନାଗଙ୍କ
Read More...

ପ୍ରଥମ ରଜରେ ରାମ ଦୋଳି ଓ ମୀନାବଜାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ରାମଦୋଳି ଓ ମୀନାବଜାର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ନବନିର୍ବାଚିତ
Read More...

ସିରିଜିନା, ସମ୍ବଲପୁରୀ ଦିନ ଓ ନାଟ୍ୟ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପ୍ରାଙ୍ଗଣରେ ସଭାପତି ରାଜୁ ଘିବେଲାଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପଦନାରେ ସିରଜିନା ମହୋତ୍ସବ, ସମ୍ବଲପୁରୀ ଦିନ, ବନ ମହୋତ୍ସବ ଓ ନାଟ୍ୟ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ଆସନ୍ତା
Read More...

ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲେ ଅର୍ଥନୀତି ପ୍ରାଧ୍ୟାପକ ଡା. ବିରଞ୍ଚି ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ପ୍ରକାଶ ପାଇଥିଲା ଏକ ଦାଦନ ଦୁଃଖର କରୁଣ କାହାଣୀ । ପଦ୍ମପୁର ଅଞ୍ଚଳର ଦହିଗାଁ ଗ୍ରାମର ସ୍ତ୍ରୀ ଲକ୍ଷ୍ମୀ ବରିହା ତାଙ୍କ ସ୍ଵାମୀ ଦୁଆରୁ ବରିହାଙ୍କ ଦୟନୀୟ ପରିସ୍ଥିତି । ରୁଗ୍‌ଣ ହୋଇ ମୃତ୍ୟୁ ଶଯ୍ୟାରେ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ
Read More...

ଦରମା ନପାଇବାରୁ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଂଚଳର ସଫେଇ କର୍ମଚାରୀ ମାନେ ଦରମା ନପାଇବାରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସମୁଦାୟ ୭୩ ଜଣ କର୍ମଚାରୀ ମାନଙ୍କ ମଧ୍ୟରୁ ବାର ଜଣ କର୍ମଚାରୀ ୨ ମାସ ହେଲାଣି ଦରମା ଏପର୍ଯ୍ୟନ୍ତ ନପାଇବାରୁ କାମବନ୍ଦ କରି ଆନ୍ଦୋଳନ
Read More...

ଉଦ୍ଭିଦ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନର ଫଳ ପ୍ରକାଶ ପାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗାଇସିଲଟ ବ୍ଲକ
Read More...

ଲୋକକଳାକୁ ଉଦ୍‌ଜୀବିତ କରିପାରିଛି ସଚେତନ ହେମାର ମାରଜିନାଲ୍‌ଇଜ୍‌ ଲୋକନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ମାର୍ଜିନା ଫୋକ ଥିଏଟର୍‌ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କଳାକାର ଆନନ୍ଦ ବାଗ, ରାଜେଶ ବହିଦାର,
Read More...

ଅବ୍ୟବସ୍ଥା ଘେରରେ ନୃସିଂହନାଥ ପୀଠ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷ ଓଡିଶା ପ୍ରାନ୍ତରେ ବରଗଡ଼ ଜିଲ୍ଲାର ପବିତ୍ର ଗନ୍ଧମାର୍ଦ୍ଦନ କୋଳରେ ଅଛି ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୁ ମାର୍ଯ୍ୟାର କେଶରୀ କେଉଁ କେତେ ଆବାହନ କାଳରୁ । ବିରାଡ଼ି ବେଶରେ ଛକି ବସିଛନ୍ତି ମୂଷିକ ଦୈତ୍ୟକୁ ମାରିବା ପାଇଁ,
Read More...

ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ପୋଡିଲା ଟ୍ରାନ୍ସଫର୍ମର : ଗ୍ରାମବାସୀ ଅନ୍ଧାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତା'ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ । ଟାଟା
Read More...