Browsing Tag

padmapur news

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ
Read More...

ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର
Read More...

କନ୍ଦାଗାଡ଼ ଗାଧୁଆ ତୁଠ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନରେ ଥିବା କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ କନ୍ଦାଗାଡ଼ କଟାର ଗାଧୁଆ ତୁଠରେ ହୋଇଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତ କାହା ଆଦେଶରେ ଏହିପରି ଦୁର୍ନୀତି କାର୍ଯ୍ୟ କରିଛନ୍ତି । ଏହି କନ୍ଦାଗାଡ଼ ଗ୍ରାମରେ ଆମ
Read More...

ବିଲାସପୁରରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମାନୁଥିବାବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବରଗଡ ପଦ୍ମପୁର ଉପଖଣ୍ଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତର ବିଲାସପୁର ଠାରୁ ବେଲଟୁକ୍ରୀ ରାସ୍ତା କାଦୁଅ
Read More...

ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ବିତି ଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଭାବରେ ବିଜୁଳି ପାଇପାରୁ ନାହାନ୍ତି । ଏମିତି ବିଦ୍ୟୁତ୍‌ କରେଣ୍ଟ ଆସୁଛି, ମୋବାଇଲ ମଧ୍ୟ ଚାର୍ଜ ହୋଇପାରୁନାହିଁ । କେବଳ ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ୍ ରହୁଥିବାର ଦେଖିବାକୁ ମିଳୁଛି ।
Read More...

ସମ୍ବଲପୁରୀ ଦିନରେ ଆସିବେ ଗାୟକ ବିଭୁତିଭୂଷଣ ପଟ୍ଟନାୟକ ଓ ଦୁଃଖିଶ୍ୟାମ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ଆସନ୍ତା ଅଗଷ୍ଟ ୧ ତାରିଖ ଦିନକୁ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମଲପୁରୀ ଦିନ ରୂପେ ପଦ୍ମପୁର ଟାଉନ ହଲ୍‌ରେ ପାଳନ କରାଯିବାକୁ ନେଇ ଆଜି ରବିବାର ଦିନ ଏକ ପ୍ରସ୍ତୁତି ବୈଠକ
Read More...

ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ଭାରତ ୨୦୪୭କୁ ଆଖି ଆଗରେ ରଖି ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଦ୍ୱାରା ଗତ ଜାନୁୟାରୀ ୨୦୨୪ରୁ ଆରମ୍ଭ ହୋଇଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ
Read More...

ସହର ମଝିରେ ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହର ମଧ୍ୟରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଯାଇଛି । ବର୍ଦ୍ଧିତ ଜନ ସଂଖ୍ୟା ସାଧାରଣ ଆଧାରରେ ପାଇକମାଲ ପ୍ରଶାସନ ସହର ମଧ୍ୟରେ ରାସ୍ତାକୁ ପ୍ରଶସ୍ତି କରଣ କରାଯାଇ ନାହିଁ । ଫଳରେ ଅନର୍ଗଳ ଟ୍ରାଫିକ ସମସ୍ୟା ପାଇକମାଲ ମୁଖ୍ୟଛକରେ
Read More...

ଫିଙ୍କୁ ସାହୁ ହତ୍ୟାକାଣ୍ଡର ପର୍ଦାଫାସ କଲା ପାଇକମାଲ ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ବହୁ ଚର୍ଚ୍ଚିତ ପିଙ୍କୁ ସାହୁ ହତ୍ୟାକାଣ୍ଡ ଘଟଣାର ଫର୍ଦାଫାସ କରି ୨ ଜଣ ଆସାମୀଙ୍କୁ ପାଇକମାଲ ପୋଲିସ ଗିରଫ କରିଛି । ପାଇକମାଲ ଥାନା କେସ୍‌ ନମ୍ବର ୧୬୭ ତାରିଖ ୧୦. ୦୭.୨୦୨୪ ୟୁଏସ୍‌ ୧୯୧ (୨ ୱାଇ)
Read More...

ଶିକ୍ଷାଧିକାରୀଙ୍କ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷାଧିକାରୀମାନେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଥିଲେ । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...