Browsing Tag

padmapur news

ଫାୟାର ଅଫିସ ରାସ୍ତାରେ ସବୁବେଳେ ଜମି ରହୁଛି ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଥିବା ଫାୟାର ଅଫିସ ଜର୍ଜଗଡ଼ ଗ୍ରାମରେ ଅବସ୍ଥିତ । ତହସିଲ ଅଫିସରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଏହି କାର୍ଯ୍ୟାଳୟ, ଏହାକୁ ଲାଗି ଆଉ ଗୋଟିଏ କୃଷି କାର୍ଯ୍ୟାଳୟ ମଧ୍ୟ ଏଠାରେ ଅଛି । ଦୈନନ୍ଦିନ ଏହି ଅଫିସ ମାନଙ୍କୁ ଅନେକ ଲୋକ ତଥା ଗ୍ରାମବାସୀ
Read More...

ତ୍ରିଦିବସୀୟ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ୱାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତ ବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନ ଶିକ୍ଷା
Read More...

ଦହିତା ପଞ୍ଚାୟତର ୱାର୍ଡମେମ୍ବରଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ୱାର୍ଡମେମ୍ବର ବିନ୍ଦ କଲେତ(୩୦)ଙ୍କ ଅକାଳ ବିୟୋଗ ହୋଇଛି । ଶ୍ରୀ କଲେତଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ
Read More...

ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ସରକାରୀ
Read More...

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ମା' ସୁଶୀଲା ଦେବୀ ସାହୁ(୯୦)ଙ୍କ ବୁଧବାର ବିଲମ୍ବିତ ରାତ୍ରୀ ୧୦ଟା ୩୦ ମିନିଟ ସମୟରେ ମାଣ୍ଡୋସିଲ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସୁଶୀଲା ଦେବୀ ଜଣେ ଧର୍ମ
Read More...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବିଦ୍ୟୁତ ପରଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି
Read More...

ବଜ୍ରପାତରେ ତିନି ମୃତ : ଦୁଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମର ଘଟଣା । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ୍‌ ବର୍ଷା ଆସିଥିବା
Read More...

ପୋଲିସ କ୍ଷମତାର ଦୂରୋପଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନୃସିଂହନାଥ ପୀଠରେ ନୀତି ଶ୍ରଦ୍ଧାଳୁଙ୍କର ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ । ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ଗେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି
Read More...

ଜରୁରୀକାଳୀନ ସ୍ଥିତି କରି ଗଣତନ୍ତ୍ର ହନନର ସ୍ମୃତିରେ କଳା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ୱାଧୀନତା ପରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭାରତରେ ଉଦ୍ୟମ କରାଯାଇଥିଲା । ନିଜର ମନମୁଖୀ ଶାସନ ପାଇଁ ତଦ୍‌କାଳୀନ ସରକାର ୧୯୭୫ ଜୁନ ୨୫ରେ ଗଣତନ୍ତ୍ରର ହତ୍ୟା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜନସାଧାରଣ ନିଜର
Read More...

କୁଲିଆରି ଠାରେ ନାର୍ବାଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ
Read More...