Browsing Tag

padmapur news

ଅଙ୍ଗନଦୀ ସ୍ରୋତରେ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ୩ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଳପାଲି ଅଙ୍ଗନଦୀରେ ଗତ ରବିବାର ଦିନ ସକାଳେ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିବା ଛାତ୍ରଙ୍କୁ ୩ ଜଣଛାତ୍ର ଉଦ୍ଧାର କରି ଜୀବନ ବଞ୍ଚାଇଥିବାରୁ ଟାଉନ୍ କ୍ଲବ ତରଫରୁ ଉକ୍ତ ୩ ଜଣ ଛାତ୍ରଙ୍କୁ ଘଟଣାର ସ୍ମୃତି ଉଦ୍ଧେଶ୍ୟରେ
Read More...

ପାଇକମାଲ ଅଙ୍ଗନୱାଡି କେନ୍ଦ୍ରରେ ଯକ୍ଷ୍ମା ନିରାକରଣ ପାଇଁ ସଚେତନା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଅଙ୍ଗନୱାଡି କେନ୍ଦ୍ରର ଯକ୍ଷ୍ମା ନିରାକରଣ ଓ ଟିବି ହାରିବ ଓ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସି. ଐଚ୍‌. ଓ ପ୍ରେମଚାନ୍ଦ ନାୟକଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ କିପରି ଯକ୍ଷ୍ମା ନିରାକରଣ
Read More...

ନୃସିଂହନାଥ ୫ଟି କାମରେ ଅନିମୟତା ଅଭିଯୋଗ : ଯୁବନେତା ପ୍ରୀତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ୫ଟି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନବୀକରଣ କରାଯାଇଥିବାର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି । ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି କାମ ଚାଲିଥିଲା ତାହାର ଏହା ହେଉଛି
Read More...

ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ କଂହେଇବୀରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନୂଆଁଗଡ଼ ଲକ୍ଷ୍ମୀନାରାୟଣ ସରକାରୀ ବିଦ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ
Read More...

୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣରରେ ଅନିୟମିତତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ବିଗତ ୨ ବର୍ଷ ମଧ୍ୟରେ ୫ଟି ଜରିଆରେ ୨୨ କୋଟି ୭୮ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ
Read More...

ଅଙ୍ଗନଦୀ ପାଣିରେ ଭାସିଯାଉଥିବା ୨ ନିରୀହ ଜୀବନ ବଞ୍ଚାଇଲେ ୨ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ମହୁଳପାଲି ଅଙ୍ଗନଦୀରେ ସକାଳୁ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିଲେ ଏହା ଦେଖି ୨ ଜଣ ଛାତ୍ର ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି । ରବିବାର ଦିନ ସ୍କୁଲ ଛୁଟି ଥିବାରୁ ମହୁଲପାଲି ଗ୍ରାମର ସୁରଜ ବାଗ(୧୪) ଓ
Read More...

ପଦ୍ମପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ଥିକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ
Read More...

ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ
Read More...

ଟ୍ରାଫିକ ସମସ୍ୟା ଘେରରେ ପାଇକମାଲ : ପୋଲିସ ନିଷ୍କ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରାବଣ ମାସର ତୃତୀୟ ସେମାବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ଭକ୍ତ ପାଣି ତାଳିବା ପାଇଁ ଆସୁଥିବାରୁ ପାଇକମାଲ ବର୍ତ୍ତମାନ ଟ୍ରାଫିକ ସମସ୍ୟା ଘେରରେ ରହିଯାଇଛି । ଫଳରେ ପାଇକମାଲ ସହର ସଡକପଡା ଠାରୁ ନୃସିଂହନାଥ
Read More...

ବର୍ଷା ସମୟରେ ଭୂମିହୀନଙ୍କ ଜବରଦଖଲ ଘର ଉଚ୍ଛେଦ ପ୍ରକ୍ରିୟା : ପଦ୍ମପୁରରେ ଜନ ଅସନ୍ତୋଷ

ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରଶାସନ ଦେଲା ୨ ମାସ ସମୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ଗରିବ କୁଟିରକୁ ବର୍ଷା ସମୟରେ ଭାଙ୍ଗିବା ପାଇଁ ପଦ୍ମପୁର ତହସିଲଦାର ପୋଲିସ ନେଇ ପହଞ୍ଚିବା ସମୟରେ ନିରିହ
Read More...