Browsing Tag

padmapur news

ସହର ମଝିରେ ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହର ମଧ୍ୟରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଯାଇଛି । ବର୍ଦ୍ଧିତ ଜନ ସଂଖ୍ୟା ସାଧାରଣ ଆଧାରରେ ପାଇକମାଲ ପ୍ରଶାସନ ସହର ମଧ୍ୟରେ ରାସ୍ତାକୁ ପ୍ରଶସ୍ତି କରଣ କରାଯାଇ ନାହିଁ । ଫଳରେ ଅନର୍ଗଳ ଟ୍ରାଫିକ ସମସ୍ୟା ପାଇକମାଲ ମୁଖ୍ୟଛକରେ
Read More...

ଫିଙ୍କୁ ସାହୁ ହତ୍ୟାକାଣ୍ଡର ପର୍ଦାଫାସ କଲା ପାଇକମାଲ ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ବହୁ ଚର୍ଚ୍ଚିତ ପିଙ୍କୁ ସାହୁ ହତ୍ୟାକାଣ୍ଡ ଘଟଣାର ଫର୍ଦାଫାସ କରି ୨ ଜଣ ଆସାମୀଙ୍କୁ ପାଇକମାଲ ପୋଲିସ ଗିରଫ କରିଛି । ପାଇକମାଲ ଥାନା କେସ୍‌ ନମ୍ବର ୧୬୭ ତାରିଖ ୧୦. ୦୭.୨୦୨୪ ୟୁଏସ୍‌ ୧୯୧ (୨ ୱାଇ)
Read More...

ଶିକ୍ଷାଧିକାରୀଙ୍କ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷାଧିକାରୀମାନେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଥିଲେ । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜୁଲାଇ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଅନୁଷ୍ଠିତ
Read More...

ସମ୍ବଲପୁରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୭୫ତମ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ବଲପୁରୀର ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବନଖଣ୍ଡ ଅଧିକାରୀ ସୁଦାମ ଜଗଦଳା, ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ,
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ୍‌ ଓ ଏନ୍. ଏସ୍. ଏସ୍.ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ
Read More...

ଅସହାୟ ଏବଂ ଗରିବ ମହିଳାଙ୍କ ପାଇଁ ମାଗଣା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ସମାଜ ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସବୁବେଳେ ଡା. ଶଙ୍କର ରାମଚନ୍ଦାନୀ ଚର୍ଚ୍ଚାରେ ରହୁଥିବା ବେଳେ ଗତ ୨୧ ଜୁନରେ ନିଜ ମାଁଙ୍କ ଦେହାନ୍ତ ପରେ ନିଜ ମାଁ ସ୍ୱର୍ଗତ ଲଜବନ୍ତି ରାମଚନ୍ଦାନୀଙ୍କ ସ୍ମୃତିରେ ଅସହାୟ ଗରିବ ଓ ବିଧବା ମହିଳାଙ୍କ
Read More...

ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଗଣିତ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ବରଗଡ ଶିକ୍ଷା ଜିଲ୍ଲା ପ୍ରାୟୋଜିତ ଏକ ଦିବସୀୟ ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ପଦ୍ମପୁର ଓକିଲ ସଂଘ ପକ୍ଷରୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓକିଲ ସଂଘ ସଭାପତି ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ୱର୍ଦ୍ଧନା ସଭାରେ ଯୋଗଦେଇ ଓଡ଼ିଆ ଅସ୍ମିତା କଥାକୁ ତାଙ୍କ ମତରେ ଦୋହରାଇଥିବା ବେଳେ ଆଗାମୀ ଦିନରେ ଓଡିଆ ଭାଷାର ଉନ୍ନତି ପାଇଁ ମେଡ଼ିକାଲ୍‌ ସାଇନ୍ସ ପୁସ୍ତକ
Read More...