Browsing Tag

padmapur news

ଜାତୀୟ ମହାକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷକ ପ୍ରମୋଦ ନାଥ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ
Read More...

ନୃସିଂହନାଥ ପୀଠରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଦିବସ ପାଳନ କରାଯାଇଛି । ପ୍ରଥମେ ଯୁକ୍ତ ୨ ଛାତ୍ରୀ ଶକ୍ତି ସ୍ୱରୂପା ପଣ୍ଡା ଏବଂ ତାଙ୍କ ସାଥୀବୃନ୍ଦ
Read More...

ପାଇକମାଲ ହାଇସ୍କୁଲରେ ଜାତୀୟ ମହାକାଶ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ର ଚନ୍ଦ୍ର
Read More...

ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଲିଲି ଛତର (୧୦) ଗତ ଅଗଷ୍ଟ ୧୫ ତାରିଖରେ ଗରମ ଭାତ ହାଣ୍ଡିରେ ପଡିଯିବାରୁ ଗରମ ତୋରାଣି ପଡ଼ି ୩୨ ପ୍ରତିଶତ ଦେହ ପୋଡ଼ିଯାଇଥିଲା । ତାକୁ ସେହିଦିନ ପ୍ରଥମେ ପଦ୍ମପୁର ଉପଖଣ୍ଡ
Read More...

ଆରକ୍ଷଣ ଉପରେ ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ : ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚ ଆହ୍ୱାନରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତ ବନ୍ଦରେ ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ ହୋଇଛି । ଆରକ୍ଷଣକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ମସୁଧକୁ ବିରୋଧ କରି ପଦ୍ମପୁର ଉପଖଣ୍ଡ ସ୍ତରୀୟ
Read More...

ପରଲୋକରେ ସୂର୍ଯ୍ୟ କୁମାର ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମର ସୂର୍ଯ୍ୟ ନନ୍ଦ(୬୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି । ସୂର୍ଯ୍ୟ ମଙ୍ଗଳବାର ରାତି ୧ଟା ସମୟରେ ବରଗଡ଼ ବିକାଶ ହସ୍ପିଟାଲରେ ପ୍ରାଣତ୍ୟାଗ କରିଥିଲେ
Read More...

ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଜେପି କର୍ମୀ ମୀନକେତନ ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ବିଜେପି କର୍ମୀ ମୀନକେତନ ପ୍ରଧାନ(୪୦)ଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାୟପୁର ସ୍ଥିତ ବାଳାଜୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ କିଛି ଦିନ ହେଲା ଶ୍ରୀ ପ୍ରଧାନ
Read More...

ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜନ ସଚେତନତା ରେଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ଆଜି ଏକ ରେଲି ରାଜବାଟୀ ପଡିଆ ଠାରୁ ଆରମ୍ଭ ହୋଇ ଭେଉଁରିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ରେଲି କଲିକତାରେ ଘଟିଥିବା ଅମାନବୀୟ ଘଟଣା ଡ. ମୌମିତା ଦେବନାଥଙ୍କୁ ତୁରନ୍ତ ନ୍ୟାୟ ଦାବୀ ପାଇଁ ଆୟୋଜନ
Read More...

ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ : ପିସି କାରବାରକୁ ନେଇ ହଟ୍ଟଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ ବ୍ଲକ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଚେୟାରମେନ ଭାବନା ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର
Read More...