ବରତୁଣ୍ଡା ରଞ୍ଜନ ମେମୋରିଆଲ ଉଦ୍ଯାପିତ : ଡୁଡୁକିଝରିଆ ଚମ୍ପିୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ବରତୁଣ୍ଡା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୯ତମ ରଞ୍ଜନ ମେମୋରିଆଲ କ୍ରିକେଟ କପ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କାଦୋମେରିକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । କାଦୋମେରି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ!-->…
Read More...
Read More...