ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଜେଏମ୍ଏଫ୍ସି କୋର୍ଟ କରାଯିବା ପାଇଁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ତହସିଲ କାର୍ୟ୍ୟାଳୟ ନିକଟରେ ଜର୍ଜଗଡ ଠାରେ ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟାଳୟକୁ ଜେଏମ୍ଏଫ୍ସି କୋର୍ଟ କରାଯିବା ପାଇଁ ଦାବୀ ହେଉଛି । ପାଇକମାଲ ଓକିଲ ସଂଘ ଓ ନାଗରିକ କମିଟି ତରଫରୁ ଏକ ଦାବୀ ପତ୍ର!-->…
Read More...
Read More...