Browsing Tag

padmapur news

ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ମତପ୍ରକାଶ : ପାର୍ବତୀଙ୍କ ତ୍ୟାଗପୂତ ଜୀବନ ଇତିହାସରେ ସ୍ଥାନୀତ ହେଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମଦରଟେରସା ଭାବେ ଜନାସୁନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କର ସେବା, ତ୍ୟାଗପୂତ ଜୀବନର ତୁଳନା ନାଇଁନ । ଆଜୀବନ ବ୍ରହ୍ମଚାରିଣୀ ହୋଇ ଭି ହଜାର ହଜାର ଅନାଥ ଛୁଆକୁଁ ମାଁର୍ ସଁସେ ଦେଇ ସେ ବଡମାଁ ହୋଇ ଯାଇଥିଲେ । ପ୍ରତିକୂଳ ପରିସ୍ଥିତିରେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଜିଲ୍ଲାପାଳଙ୍କ ପାଖରେ ଦାବୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ୨୦୧୭ ମସିହାରେ କ' ଫର୍ମରେ ଆବେଦନ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ
Read More...

ଭେଙ୍ଗରାଜପୁର ପଞ୍ଚାୟତରେ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରେଲଗାଁ (ଛତ୍ର ବେହେରା)ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନେତା ପିତବାସ ସାହୁଙ୍କ
Read More...

ନୃସିଂହନାଥ ମନ୍ଦିର ୪ ଦିନ ଧରି ବନ୍ଦ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ମନ୍ଦିର ୧୪ରୁ ୧୭ ତାରିଖ ଯାଏ ୪ ଦିନ ଧରି ବନ୍ଦ ରହିବ ବୋଲି ମନ୍ଦିର କମିଟି ସଭାପତି ତଥା ବିଡିଓ ଉପାଞ୍ଜଳି ମାଝି ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି । କିନ୍ତୁ ଠାକୁରଙ୍କ ପୂଜାର୍ଚ୍ଚନା,
Read More...

ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ହାଇକୋର୍ଟରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କାର୍ଯ୍ୟରତ ୧୦ ହଜାର ୫୩୬ ଜଣ ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ଧରି ସଂଘ ରାଜ୍ୟ ସରକାରଙ୍କ ଠାରେ ଦାବୀ କରି ଆସୁଛି । ଇତି ମଧ୍ୟରେ ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକର ୧୫ଜଣ ଓ ଝାରବନ୍ଧ
Read More...

ବିଜେପିର ମାରାଥନ ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଏକ ମାରାଥନ ମିଶ୍ରଣ ପର୍ବ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବରଗଡ ସାଂସଦ ସୁରେଶ ପୂଜାରୀ,
Read More...

‘ଘରକୁ ଘର ପାଣି’ ଓଡ଼ିଶା ସରକାରଙ୍କ ଯୋଜନାକୁ ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପର୍ଯ୍ୟନ୍ତ ଘରକୁ ଘର ପାଣି ସ୍ୱପ୍ନ ହୋଇଛି ବୋଲି ଡେଙ୍ଗନାଡିହି ଗ୍ରାମର ମହିଳା ବେଦମତୀ ବରିହା, କମଳା ରଣା, ନେତ୍ର ସୁନା, ମଞ୍ଜୁରୀ ସୁନାଙ୍କ ସମେତ ଗ୍ରାମବାସୀ ମହେଶ ଚନ୍ଦ୍ର ମିଶ୍ର, ଅମୂଲ୍ୟ ସାହୁ, ମୁରଲୀଧର ଛତ୍ରିଆ, ଚିନ୍ତାମଣି ସୁନା, ଲୋକନାଥ
Read More...

ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ବୋଲି ଅଭିଯୋଗ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ
Read More...

ପଦ୍ମପୁର ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ରାହ୍ମଣ ସମାଜର ଏକ କାର୍ୟ୍ୟକାରିଣୀ ବୈଠକ ଶାନ୍ତିନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ସାମୁହିକ ବ୍ରତ କରିବାକୁ ସ୍ଥିର ହୋଇଛି । ଯେଉଁ ଅବିଭାବକ ମାନେ ତାଙ୍କର ପୁଅ ମାନଙ୍କ ବ୍ରତ କରିବାକୁ
Read More...

ଘରଡିହ ମିଳିବା ଦାବୀରେ ଜିଲ୍ଲା ଓବିସି ଆଦିବାସୀ ଦଳିତ ସେନା ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗୃହହୀନ ପରିବାରଙ୍କୁ ପ୍ରଦାନ କରାଯାଇଥିବା ଘର ଡିହ ପଟାର ସୀମା ଚିହ୍ନଟ କରି ଦଖଲ କରିବା ଦାବୀରେ ଆଜି ଓବିଶି ଆଦିବାସୀ ଦଳିତ ସେନା ପକ୍ଷରୁ ହଜାର ହଜାର ସଂଖ୍ୟାରେ କଲେଜ ଛକରୁ ଏକ ଶୋଭା
Read More...