Browsing Tag

padampur news

ମନ୍ଦିର ପ୍ରତିଷ୍ଠା ସହ ରାବଣ ଦରବାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ସହ ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଯଜ୍ଞ ମଣ୍ଡପରେ ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥୀ ହୋତା, ଶଚିପତି ହୋତା, ମଣ୍ଟୁ ମହାପାତ୍ରଙ୍କ
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ସତସଙ୍ଗ କେନ୍ଦ୍ର ପାଇକମାଲ ଆନୁକୂଲ୍ୟରେ ମନଭଙ୍ଗ ଡ୍ୟାମ୍‌ ଠାରେ ପାଳିତ ହୋଇଯାଇଛି । ଏଥିରେ ସତସଙ୍ଗ ସଭାପତି ରୋହିତ ମିଶ୍ର ସ୍ଵାଗତ ଅଭିଭାଷଣ ରଖିଥିଲେ । ଅକ୍ଷୟ କୁମାର
Read More...

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ରବିବାର ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳ ୫ଟାରେ ମାତୃନିକେତନର ଅନ୍ତୋବାସୀମାନେ ଜର୍ଜଗଡ ଗ୍ରାମ
Read More...

ଟାଲରେ କଳସ ଯାତ୍ରା ସହ ଆରମ୍ଭ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ କଳସ ଯାତ୍ରା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ଗାଁର ବଡ ପୋଖରୀରୁ ଗାଁ ପରିକ୍ରମା କରି ଶତାଧିକ ମହିଳା ଓ ପୁରୁଷ କଳସ ଧରି ପୂଜା ମଣ୍ଡପକୁ ଆଣିଥିଲେ । ଏହି
Read More...

ଲଉଡିଦର୍ହା ମଣ୍ଡିରେ ଉଠୁନି ଧାନ : ଚାଷୀ ହନ୍ତସନ୍ତ

ମଣ୍ଡିରେ ପଡିଛି ୬୧୦୦୦ ବସ୍ତା ଧାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ସେବା ସମବାୟ ସମିତି ର ଅଧୀନରେ ଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହ। ଧାନ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା
Read More...

ବର୍ଷିଆନ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ୮୨ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ପାଇକମାଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୦ ମସିହାରେ ପ୍ରତିଷ୍ଠିତ
Read More...

ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୫ଜଣ ଛାତ୍ରଛତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି । ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ହିତେଶ ବାରିକ ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର ଓ ଅନ୍ଵେଷ
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ସଭାଗୃହ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ବ୍ଲକ୍ ବିଡିଓ ପ୍ରଫୁଲ କୁମାର ଓଦୁ ପରିଚାଳନା କରିଥିଲେ । ପାଇକମାଲ ଆଡିସିନାଲ ତହସିଲଦାର ପ୍ରତାପ
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ଵରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଭାତ କୁମାର ବିଶ୍ୱାଳ ଏବଂ ସମ୍ମାନିତ ଅତିଥିଭାବେ
Read More...

ଅସହାୟ ପରିବାରର ଆଶାବାଡି ସାଜିଛନ୍ତି ବୃଦ୍ଧା ନୃପତି ଭୋଇ

ପୁଅ ପକ୍ଷାଘାତ, ନାତି ଦଶମରୁ ପାଠ ଛାଡିଲାସରକାରୀ ସହାୟତା ପାଇଁ ନିବେଦନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଛୋଟ ପରିବାର ସୁଖି ପରିବାର ହେଲେ ପରମାନନ୍ଦ ଭୋଇଙ୍କ ପରିବାରରେ ଦେଖା ଦେଇଛି ବ୍ୟତିକ୍ରମ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗାଁର ପରମାନନ୍ଦ ଭୋଇ(୬୦)ଙ୍କ ପରିବାର
Read More...