ପାଇକମାଲରେ ଦାଦନ ଶ୍ରମିକ ଶବ ରଖି ରାସ୍ତାରୋକ ଆନ୍ଦୋଳନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ!-->…
Read More...
Read More...