ପାଇକମାଲ ବ୍ଲକ କଂଗ୍ରେସ ସଭାପତି ଭାବେ ମହେନ୍ଦ୍ର କୁମାର ଖୁଣ୍ଟିଆ ମନୋନୀତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ସମାଜସେବୀ ତଥା କଂଗ୍ରେସ ନେତା ମହେନ୍ଦ୍ର କୁମାର ଖୁଣ୍ଟିଆ ପାଇକମାଲ ବ୍ଲକ କଂଗ୍ରେସ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ଏନେଇ କଂଗ୍ରେସ ପ୍ରେମୀ ତଥା ଯୁବ କଂଗ୍ରେସକର୍ମୀଙ୍କ ମଧ୍ୟରେ!-->…
Read More...
Read More...