Browsing Tag

padampur news

ହ୍ୟାଟ୍ରିକ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଦେଶର ରାଜଧାନୀ ବ୍ୟାଙ୍କକକ୍ ଠାରେ ଆୟୋଜିତ ହୋଇଥିବା ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍‌ରେ ସନ୍ତୋଷ କୁମାର ପଧାନ ନିଜର ବ୍ୟକ୍ତିଗତ ଇଭେଣ୍ଟ ଶହେ ମିଟର ବାଧାଦୌଡ଼ରେ ସ୍ଵର୍ଣ୍ଣ,
Read More...

ଗୋରୁ ବୋଝେଇ ଗାଡ଼ିକୁ ଜବତ କଲେ ବଜରଙ୍ଗ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗୋରୁ ବଜାର ପଟରୁ ୪ ଗୋଟି ଗୋମାତା ମାନଙ୍କୁ ଅତି କ୍ରୁର ଭାବରେ ବୋଝେଇ କରି ଏକ ପିକ୍‌ଅପ୍‌ ଯୋଗେ ଚାଲାଣ ହେବାର ଯୋଜନାକୁ ଭଣ୍ଡ କଲେ ପାଇକମାଲର ବଜରଙ୍ଗ ସଦସ୍ୟମାନେ । ରାସ୍ତାରେ ପୂର୍ବରୁ ଜଗିଥିବା
Read More...

ସାଂସଦଙ୍କ ପଦ୍ମପୁର ଉପକାରାଗାର ଓ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର ଉପଖଣ୍ତ ସ୍ତରୀୟ ଚିକିତ୍ସାଳୟ ଓ ଉପ କାରାଗାର ପରିଦର୍ଶନ କରିଥିଲେ । ଚିକିତ୍ସାଳୟରେ ରୋଗୀ ମାନଙ୍କୁ ବିସ୍କୁଟ ଓ ପାଉଁରୁଟି ପ୍ରଦାନ କରିବା ସହିତ ସେମାନଙ୍କ ଚିକିତ୍ସା ସଂର୍ପକରେ ପଚାରି ବୁଝିଥିଲେ । ତତ୍ ସଙ୍ଗେ
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏନ୍‌ଆର୍‌ଟିଏସ୍‌ ପରୀକ୍ଷାର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ୫ଜଣ ଭାଇଭଉଣୀ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନ୍‌ଆର୍‌ଟିଏସ୍‌) ପରୀକ୍ଷାରେ କୃତିତ୍ଵ ହାସଲ କରି ବରଗଡ଼ ଜିଲ୍ଲା ସ୍ତରରେ ତଥା ବିଜ୍ଞାପିତ ଅଞ୍ଚଞ୍ଚଳ ପରିଷଦ ପଦ୍ମପୁରରେ ସଫଳତା ହାସଲ କରି ବିଦ୍ୟାଳୟର
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ୍ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ
Read More...

ଭୁବନେଶ୍ୱରପୁର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ଥିବା ଭୁବନେଶ୍ୱରପୁର ସେବାଶ୍ରମ ବିଦ୍ୟାଳୟରେ ଦୀର୍ଘ ଦୁଇଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା । ୭୬ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାର୍ଷିକ ଉସବ ଆଡମ୍ବର ସହ ଏବଂ ବାର୍ଷିକ କ୍ରୀଡାର
Read More...

ସିନିୟର ଫେଲୋସିପ ପାଇଁ ଲଳିତ ଜଗତଙ୍କୁ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ସମ୍ମାନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ଵାରା ଫୋକ୍ ଥିଏଟର (ଲୋକ ନାଟକ)ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି । ଯାହାକି
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ବାର୍ଷିକୋତ୍ସବ ‘ଜମ୍ବୋରୀ-୨’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ଠାରେ ବାର୍ଷିକୋତ୍ସବ ଜମ୍ବୋରୀ-୨ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭ ଦିନ ବ୍ୟାପି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଶନିବାର ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷ ଶ୍ୟାମଲାଲ
Read More...

ଦିଲ୍ଲୀରେ ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ କଳାଗ୍ରାମର କଳାକାରଙ୍କ ଅଂଶଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ଆର୍‌ଡିସି ପ୍ୟାରେଡ ନୂଆଦିଲ୍ଲୀଠାରେ ଓଡିଶା ବରଗଡ଼ ଜିଲ୍ଲାର ବୁରୋମୁଣ୍ଡା ସ୍ଥିତ ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ)ର ଆଦିଧୂନ ବେଣ୍ଡର ୧୦୦ ଜଣ କଳାକାର ଅଂଶ ଗ୍ରହଣ କରୁଛନ୍ତି । ଷାଠିଏ ଜଣ ଝିଅ ନୃତ୍ୟ କଳାକାର
Read More...