ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗାଁର ପୂର୍ବତନ ସରପଞ୍ଚ ତଥା ପାଇକମାଳ କରଣ ସମାଜର ଉପ ସଭାପତି ପ୍ରମୋଦ ରାଏଙ୍କ ମା ଗୁରୁବାର ସକାଳ ୧୦ଟା ସମୟରେ ବିୟୋଗ ହୋଇଯାଇଛି । ତାଙ୍କ ମାଁ ସ୍ୱର୍ଗତ କେଶରୀ ରାଏ (୭୯) ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଘରେ!-->…
Read More...
Read More...