Browsing Tag

padampur news

ସଫଳ ହେଉଛି ଆସ ସ୍କୁଲ ଯିବା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଲି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁଛି । ଏହି କ୍ରମରେ ବିଦ୍ୟାଳୟ ଏବଂ
Read More...

କୁକୁର କାମୁଡ଼ାରେ ଶିଶୁ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଡାକ୍ତରଖାନା ସମ୍ମୁଖରେ ରବିବାର ଗୋଟିଏ ଛୋଟ ବାଳକ ଖେଳିବାକୁ ବାହାରି ଥିବାବେଳେ ସେହି ବାଳକକୁ ଗୋଟିଏ କୁକୁର କାମୁଡି ଦେବାରୁ ତାକୁ ଡାକ୍ତରଖାନାରେ ଭତ୍‌ର୍ତ୍ତି କରାଯାଇଥିବା ଜଣାପଡିଛି । ଛୋଟ ବାଳକଟିର ନାମ
Read More...

ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମାରୋହ ଅଧ୍ୟକ୍ଷ ପରମେଶ୍ୱର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ଅଧ୍ୟାପକ ତେଜରାଜ ସାହୁ
Read More...

ବିଶ୍ଵ ଫାଷ୍ଟ-ଏଡ଼ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ଫାଷ୍ଟ-ଏଡ଼ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାଥମିକ ଚିକିତ୍ସା
Read More...

ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ

ଲେଙ୍ଗୁ ମିଶ୍ରଙ୍କ ରାଜନୀତିର ପ୍ରାସଙ୍ଗିକତା ଆଜି ଅଧିକ ରହିଛି ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତିଶୋଧର ରାଜନୀତି ଆଜି ଭାରତୀୟ ରାଜନୀତିକୁ କଳୁଷିତ କରିବା ସମୟରେ ଲେଙ୍ଗୁ ମିଶ୍ରଙ୍କ ରାଜନୀତିର ପ୍ରାସଙ୍ଗିକତା ଆଜି ଅଧିକ ରହିଛି । ସେ ଏକ ଚେତନା । ତାଙ୍କର ଜୀବନ ଥିଲା ନିହାତି
Read More...

ଝାରବନ୍ଧ ବ୍ଲକ ସ୍ତରୀୟ କ୍ରୀଡ଼ାରେ ଚମକିଲେ ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ପୁଣିଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ । ବିଗତ ଦୁଇ-ତିନିବର୍ଷ ମାନଙ୍କରେ ଯେଭଳି ଭାବେ ବୈତାଲି କ୍ଲଷ୍ଟରରେ ସିଆର୍‌ସିସି ଦିବସ କୁମାର
Read More...

ଅରବିନ୍ଦ ପଟେଲଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଚନ୍ଦ୍ର ଶେଖର ହାଇସ୍କୁଲର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଟେଲଙ୍କ ଜ୍ୟେଷ୍ଠ ପୁତ୍ର ଅରବିନ୍ଦ ପଟେଲ(୨୯)ଙ୍କ ଭୁବନେଶ୍ବର ମଣିପାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଦେହାନ୍ତ
Read More...

ପଦ୍ମପୁର ଜିଲ୍ଲା କୃଷି ବିଭାଗରେ ୨୨ ଲକ୍ଷ ୩୦ ହଜାର ଟଙ୍କା ଘୋଟାଲା : କିରାଣୀ ଗିରଫ, ପିଅନ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ଏକ ବଡ ରକମର କେଳେଙ୍କାରୀ ସାମ୍ନାକୁ ଆସିଛି । ଏହି ଅଫିସର ବରିଷ୍ଠ କିରାଣୀ ଓ ପିଅନ ମିଶି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ପଦ୍ମପୁର ଥାନାରେ ଜିଲ୍ଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ଲିଖିତ ଅଭିଯୋଗ
Read More...

ମାଣ୍ଡୋସିଲରେ ସବ୍‌ଜୋନ୍‌ ସ୍ତରୀୟ କବାଡି ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ପୋର୍ଟା ମିନତୀ ଟେଟେଙ୍କ ସଭାପତିତ୍ୱରେ ମାଣ୍ଡୋସିଲ ସବ୍‌ଜୋନ୍‌ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...

ଅମଠି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ହକି ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଲୀ କ୍ଲଷ୍ଟର ଅନ୍ତର୍ଗତ ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ହକି ଚୟନ ପ୍ରକ୍ରିୟା ସମାପନ ହୋଇଯାଇଛି । ଉକ୍ତ ଚୟନ ପ୍ରକ୍ରିୟାରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ବ୍ଲକ
Read More...