ଗୌଡପାଲି ଗାଁରେ ହଇଜାରେ ୧୯ ଆକ୍ରାନ୍ତ : ତିନି ଗୁରୁତର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ସିଏଚ୍ ସୋ ଅନ୍ତର୍ଗତ କନସିଂହା ପଂଚାୟତ ଅନ୍ତର୍ଗତ ୬୦୦ ଜନସଂଖ୍ୟା ବିଶିଷ୍ଠ ଗୌଡପାଲି ଗାଁରେ ଗତ ମାର୍ଚ୍ଚ ୩ ତାରିଖରୁ ୧୯ ଜଣ ହଇଜାରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରେ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।!-->…
Read More...
Read More...