Browsing Tag

padampur news

କାର୍ତ୍ତିକ ପର୍ଣ୍ଣିମା ଅବସରରେ ତାରିଣୀ ମନ୍ଦିର ଠାରେ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ପର୍ଣ୍ଣିମା ଅବସରରେ ସ୍ଥାନୀୟ ତାରିଣୀ ମନ୍ଦିର ଠାରେ ଏକ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରର ଏକ ଯୁବଗୋଷ୍ଠୀ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା' ତାରିଣୀଙ୍କ ପୂଜାର୍ଚ୍ଚନା ପରେ ଅନ୍ନଭୋଗ ବଣ୍ଟନ
Read More...

ନୃସିଂହନାଥରେ ସରିଲା ପଞ୍ଚୁକ :ପୂର୍ଣ୍ଣମା ଦିନ ବୋଇତ ବନ୍ଦାଣରେ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଏଠାରେ ଶହ ଶହ ମହିଳାମାନେ ରହି ସବୁଦିନ ଗାଧୋଇ ସାରି ତୁଳସୀ ଚଉରାରେ ପୂଜାପାଠ କରି କାର୍ତ୍ତିକ ପୁରାଣ ଗାଉଥିଲେ ଓ ଶୁଣୁଥିଲେ । ପ୍ରାୟ କାର୍ତ୍ତିକ ମାସର ଶେଷ ସପ୍ତାହରେ ବୁଡ଼
Read More...

ବାକିଥିବା ଚାଷୀଙ୍କ ପଞ୍ଜୀକରଣ ଓ ‘ମୋନ୍ଥା’ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ଚଳିତ ବର୍ଷ ଖରିଫ ଧାନବିକ୍ରି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି । ଧାନବିକ୍ରି ପାଇଁ ଚିନ୍ତାରେ ଥିବା ଏହି ଚାଷୀମାନଙ୍କ ନାମ କିଭଳି
Read More...

ସେବିକାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ ସେବିକା ଶ୍ରୀମତୀ କୁମୁଦିନୀ ମହାନ୍ତିଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ପୃଥ୍ୱୀରାଜ ସାହୁ ସଭାପତିତ୍ୱ କରିଥିବା ବେଳେ
Read More...

ରାଜବୋଡାସମ୍ବର ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

ଶିଶୁ ପ୍ରତିଭାର ବିକାଶ ଆମର ଲକ୍ଷ୍ୟ : ବ୍ଲକ ଶିକ୍ଷା ଅଧିକାରୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଚ୍ଚ ବିଦ୍ୟାଳୟ ଦେଉଳି ଠାରେ ଉତ୍ସାହ, ଉଦ୍ୟମ ଓ ଆନନ୍ଦର ପରିବେଶରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ
Read More...

ବରିଷ୍ଠ ନାଗରିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଗୁରୁବାର ମାଉସୀ ମା' ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏଥିରେ ଅନିଲ କୁମାର କାଳିଆ ସଭାପତିତ୍ୱ କରିଥିବା ବେଳେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ
Read More...

ନୂତନ ପଞ୍ଚାୟତ ଗଠନ ପାଇଁ ସାଂସଦଙ୍କୁ ଗ୍ରାମବାସୀଙ୍କ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲୌଡ଼ିଦର୍ହା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅସଂଖ୍ୟ ମହିଳାମାନେ ଆଜି ପୃଥକ ପୃଥକ ଭାବେ ଝାରବନ୍ଧ ବିଡ଼ିଓ, ତହସିଲଦାର ଝାରବନ୍ଧ ଓ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଗୌଡ଼ମାଲକୁ ନୂତନ
Read More...

ପଲସଦା ଆରୋଗ୍ୟ କେନ୍ଦ୍ର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ସ୍ଥିତ ଆୟୁଷ ଆରୋଗ୍ୟ କେନ୍ଦ୍ର ବୁଧବାର ଶୁଭ ଉଦଘାଟନ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଦମୟନ୍ତୀ ସାହୁ ସ୍ୱାମୀ ଗିରିଧାରୀ ସାହୁ ୫୦ଡିସମିଲ ଜମି ଦାନ
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହା ବିଦ୍ୟାଳୟ ପ୍ରକୋଷ୍ଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସଭା
Read More...

ପଦ୍ମପୁରରେ ସ୍ନାତକୋତ୍ତର ଶିକ୍ଷାର ଉଦଘାଟନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଉଦଘାଟନ ସମାରୋହ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଖଗେଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଦାଶ ଅତିଥିମାନଙ୍କ ସମ୍ମୁଖରେ କଲେଜର ଗୌରବମୟ ଇତିହାସ ଏବଂ ପ୍ରମୁଖ ସଫଳତା ବିଷୟରେ
Read More...