ଲାୟନ୍ସ କ୍ଲବ ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର, ଆଧୁନିକ ଯୁଗର ତ୍ରାଣକର୍ତ୍ତା । ଜୀବନ ରକ୍ଷକ ଭାବେ ସେମାନଙ୍କର ସମର୍ପଣ ଓ ଭୂମିକାକୁ ନେଇ ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଜାତୀୟ ଡାକ୍ତର ଦିବସ । ଡାକ୍ତରମାନଙ୍କ!-->…
Read More...
Read More...