Browsing Tag

padampur news

ପାଇକମାଲରେ ବ୍ଲକସ୍ତରୀୟ ବାରିକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସ ପ୍ରାଙ୍ଗଣରେ ପାଇକମାଲ ବ୍ଲକସ୍ତରୀୟ ବାରିକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବାରିକ ସମାଜ
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନରଞ୍ଜନ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରଧାନ ଶିକ୍ଷକ ଦ୍ୱିତୀୟ ବେସେରାଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏଥିରେ ବ୍ଲକ ଶିକ୍ଷା
Read More...

ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସେମିନାର କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୧୮ଟି
Read More...

ପଦ୍ମପୁର ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଆଜି ବନଦୁର୍ଗା ଦେବୀ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥିଲେ । ଦେବୀଙ୍କୁ ସ୍କନ୍ଦମାତା ବେଶରେ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପୂଜା ସାମଗ୍ରୀ ସହିତ ଲମ୍ବା ଧାଡିରେ ଛିଡା
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ବ୍ଲକ ମହୁଲପାଲି ଅଙ୍ଗନଦୀରୁ ଜଳ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଣି ଓ ମାଟି ଯିବ ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ମହୁପାଲି ପଞ୍ଚାୟତ ମହୁପାଲି ଗାଁରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହୁଳପାଲି ଅଙ୍ଗ ନଦୀରୁ ଆଜି ଜଳ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଦୁଇ ଜାଗାରୁ ଘେଁସ ଓ ପାଣିମୋରାରୁ
Read More...

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପଦ୍ମପୁର ନବଦୁର୍ଗା ପୂଜାରେ ଆଜି ମା’ ଦୁର୍ଗାଦେବୀ କୂଷ୍ମାଣ୍ଡା ବେଶରେ ସୁସଜ୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମା' ଦୁର୍ଗାଙ୍କୁ କୂଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ପଣ୍ଡିତ ମାନେ ଚଣ୍ଡିପାଠ, ଆଳତୀ,
Read More...

ସତୀଭଟା ଦେଓଳି ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ହୃତପିଣ୍ଡ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଦ୍ୱାରା ପଦ୍ମପୁର ବ୍ଲକ ଦେଓଳି ଉଚ୍ଚ ବିଦ୍ୟାଳୟ ସତୀଭଟାଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦୀପକ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ ଲକ୍ଷଣ
Read More...

ସଚେତନ ହେମା ସାଂସ୍କୃତିକ ସଂଗଠନ ପକ୍ଷରୁ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା, ସାଂସ୍କୃତିକ ସଂଗଠନ ଢୋଲବନ୍ଧ, ସର୍ଗିବାହାଲ ପକ୍ଷରୁ କମଗାଁ କନିଷ୍ଠ ମହାବିଦ୍ୟାଳୟ, କମଗାଁ, ବରଗଡଠାରେ 'ମା ସାବିତ୍ରୀବାଇ ଫୁଲେ' ନାଟକ ପ୍ରଦର୍ଶିତ ହୋଇଟାଇଛି । ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସାହୁ । ସାବିତ୍ରୀ
Read More...

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ କେଏମ୍‌ଏମ୍‌ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଦୀର୍ଘ ବର୍ଷରୁ ଆନ୍ଦୋଳନ ହୋଇ ଆସୁଛି । ଆଜି ପଶ୍ଚିମ ଓଡ଼ିଶାର କେନ୍ଦ୍ରୀୟ ଓକିଲ ସଂଘ ତରଫରୁ ଧାରଣା ଦିଆଯାଇଥିବା ବେଳେ ସମର୍ଥନ ଜଣାଇବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍‌ସ୍ଥାୟୀ
Read More...