Browsing Tag

padampur news

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନହଲ ପରିସରରେ ଚିତ୍ରଗୁପ୍ତ କଲ୍ୟାଣ ସଂଘ, ପଦ୍ମପୁର ଆନୁକୂଲ୍ୟରେ କରଣ ଜାତିର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହର ତଥା ଆଖପାଖ ଅଞ୍ଚଳର କରଣ ଜାତିର ସପରିବାରଙ୍କୁ
Read More...

ପାଇକମାଲ ୫ଟି ରୂପାନ୍ତରିକରଣରେ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମନ୍ତ୍ରୀ ରିତା ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ୫ଟି ରୂପାନ୍ତରିକରଣ ଓ ଭିତ୍ତିଭୂମିକୁ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ
Read More...

ବିରାଟ ଚାଷୀ ସମାବେଶ ନେଇ ଗାଇସିଲାଟ ବ୍ଲକର ସମସ୍ତ ଗାଁରେ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫସଲବୀମା, ମରୁଡି ସହାୟତା ରାଶି, ବିଜୁଳି, ଜଳସେଚନ ସମସ୍ୟା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଋଣ ଛାଡ ଆଦି ୧୩ ଦଫା ଦାବୀ ନେଇ ଡାକି ଥିବା ସମାବେଶ ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ଼ଃ ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ବିକାଶରେ ପରିବାରର
Read More...

ଯୋଗ୍ୟ ଦୁଇ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ସାମାଜିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାର୍ଦ୍ଧକ, ବିଧବା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା
Read More...

ବିଦ୍ୟୂତ ଆଘାତରେ ମା’ ସହ ୮ ମାସ ପୁଅ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗାଁରେ ବିଦ୍ୟୂତ ଆଘାତରେ ମା' ଓ ୮ ମାସ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଘରେ ଗୋଡ୍‌ରେଜ୍‌ ଖୋଲୁଥିବା ସମୟରେ ବିଦ୍ୟୂତ ଲାଗି ଦୁହିଁଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗଙ୍କୁ ୩୨ ବର୍ଷ
Read More...

ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେବା ସହ ବାଲି ଘାଟରୁ ବାଲି ଆଣି ଅନ୍ୟତ୍ର ଡମ୍ପ କରି ରଖାଯାଇ ରାତିରେ ତାକୁ ବିନା ଚାଲାଣରେ ଅଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି
Read More...

ଆରପାରିରେ ଗାଇସିଲାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ସୁରେଶ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସାହୁ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଦହିତାରୁ ଶିକ୍ଷକତା ଚାକିରି ଆରମ୍ଭ କରି ନିଜ ଜନ୍ମଭୂମି ତାଲପାଲି ଉଚ୍ଚ
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଓ ଅଧ୍ୟୟନ ସଂପର୍କିତ ସଚେତନ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ଦିବସ ଉପଲକ୍ଷେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାିଛି । ଉକ୍ତ ସଭାରେ ଅଧ୍ୟକ୍ଷ ନବାଗତ
Read More...

ସାମ୍ବାଦିକ ସୁନୀଲ ମିଶ୍ର ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବାଦ ସମ୍ବଲପୁର ସଂସ୍କରଣର କର୍ତବ୍ୟ ପରାୟଣ ତଥା ଶେଷ୍ଠ ସାମ୍ବାଦିକ ଭାବରେ ବିଜେପୁର ବ୍ଲକର ସୁନୀଲ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମଙ୍ଗଲବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ସମ୍ବାଦ ଓ କନକ ଟିଭିର ବାର୍ଷିକୋତ୍ସବରେ ଉକ୍ତ ସମ୍ବର୍ଦ୍ଧନା
Read More...