Browsing Tag

padampur news

ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ହେଉଥିବା ନେଇ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ
Read More...

ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜେଲ ଫେରନ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପ୍ରଦେଶ ସଂଗଠନ ପକ୍ଷରୁ ଫେବୃଆରୀ ୨୮ ତାରିଖ ଓଡ଼ିଶା ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ କରି ଯୁବମୋର୍ଚ୍ଚା ପ୍ରଦେଶ ସଭାପତି ଇରାସିସ
Read More...

ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାମାଜିକ ସୁରକ୍ଷା ପାଇଁ ଅସହାୟ, ଗରିବ ବୃଦ୍ଧ ବୃଦ୍ଧାମାନଙ୍କୁ ସାହାଯ୍ୟ କରିବା ସକାଶେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେତୁ ହେଉ ବା ଅଫିସରମାନଙ୍କ ଆନ୍ତରିକତା
Read More...

୨୦ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧାରୋଲ ଗ୍ରାମଠାରେ ଦେଶୀ ବଏଜ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୨୦ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଲଲିତ ଜଗତ ଓ ସମ୍ମାନିତ ଅତିଥି ଦୁଃଶାସନ କୁମ୍ଭାର ଉପସ୍ଥିତ
Read More...

ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସାମାଜ ପାଇକମାଲ ବ୍ଲକର ନୃସିଂହନାଥଠାରେ ଭାରତର ରତ୍ନ ଆଇନ୍ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସଭାପତି, ସମ୍ପାଦକ, କୋଷାଧକ୍ଷ ଓ
Read More...

ପୂର୍ବ ଓଡିଶାର କବିଙ୍କ ମୁହଁରେ ଜୟ କୋଶଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଖୁଟପାଲି ଗାଁର ଝିଅ ଓ କୋମନା ଗାଁର ବୋହୂ ମୀରାବାଈ ପାଣିଗ୍ରାହୀ କୋଶଲି କୁଇନ୍‌ କୋଶଲ ଭାଷାର ଚାଲି ଚଲଣୀ, ନୀତି ସଂସ୍କାର ଉପରେ କବିତା ବାନ୍ଧି ନିଜେ ସ୍ୱର ସଂଯୋଜନା କରି ଗାଇଛନ୍ତି । ସୋସିଆଲ ମିଡ଼ିଆ ଓ
Read More...

ରାଜ୍ୟପାଳଙ୍କଠାରୁ ସମ୍ମାନିତ ହେଲେ ଆକାଂକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରନ୍ତର ପ୍ରୟାସ, ନୀରବଛିନ୍ନ ପରିଶ୍ରମ ଆଉ ସୁନେଲି ଭବିଷ୍ୟତ ଗଢିବାର ଆଶା ଆଜି ଆକାଂକ୍ଷାଙ୍କ ମୁଣ୍ଡରେ ସଫଳତାର ଶିରୋପା ପିନ୍ଧାଇ ଦେଇଛି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ଆକାଂକ୍ଷା ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସିଢି
Read More...

ପାଇକମାଲ କୃଷି ଉତ୍ପାଦକ ଗୋଷ୍ଠୀର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସହଭାଗୀ ବିକାଶଠାରେ ଓପିକ୍ରା ଓ ଆଇକାଡ ତରଫରୁ ପଦ୍ମପୁର ଓ ପାଇକମାଲ ବ୍ଲକର ୪୧ ଗୋଟି କୃଷକ ଉତ୍ପାଦକ ଗୋଷ୍ଠୀକୁ ନେଇ ଏକ ଟ୍ରିନିଙ୍ଗ କରାଯାଇଥିଲା । ଏହି ୪୧ଗୋଟି ଗୋଷ୍ଠୀକୁ ନେଇ ଏକ ବିଡିଓ ମେମ୍ବର ଗଠନ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଉକ୍ତ ସମାରୋହରେ ଯୋଗ ଦେଇଥିଲେ । ପ୍ରଥମେ ସେ ଶ୍ରୀ ଶ୍ରୀ
Read More...

କୁଧରେନପାଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...