Browsing Tag

padampur news

ପାଇକମାଲ ବ୍ଲକରେ ମାଣ୍ତିଆ ଚାଷ ପାଇଁ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସଭାଗୃହ ଠାରେ ସରପଞ୍ଚ, ସମିତିସଭ୍ୟ ଓ ଓଡିଶା ଜୀବିକା ମିଶନର ସିଆରପି ଓ କୃଷିମିତ୍ର, ସରକାରୀ କୃଷି ବିଭାଗ ଓ ଚାଷୀ ମାନଙ୍କୁ ନେଇ ମିଲେଟ ମିଶନର ପ୍ରଚାର ପ୍ରସାର କିଭଲି ଭାବରେ ହୋଇ ପାରିବ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପାଇକମାଲ
Read More...

ପଦ୍ମପୁର ଶିକ୍ଷକ ଆନ୍ଦୋଳନ ଦ୍ଵିତୀୟ ଦିନରେ ଗଣଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୧୦ ଘଣ୍ଟା ସମୟରେ ପଦ୍ମପୁର ବିଇଓ ଅଫିସ ପ୍ରାଙ୍ଗଣରେ ରଘୁନାଥ ପୁରୀଙ୍କ ସଭାପତିତ୍ୱରେ ଶିକ୍ଷକଙ୍କ ଗଣଧାରଣା ଦ୍ବତୀୟ ଦିନ ଅନୁଷ୍ଠିତ ହୋଇଯାଇଛି । ଆଜି ସମାଜସେବୀ ନିରୋଜ ଦୋରା ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ଏହି ଗଣ
Read More...

ତିନି ଦଫା ଦାବୀ ପୂରଣ ନେଇ ପାଇକମାଲ ଓ ଝାରବନ୍ଧ ଶିକ୍ଷକଙ୍କ ଗଣଧାରଣାରେ ଦ୍ଵିତୀୟ ଦିନ : ଧାରଣାରେ ସାମିଲ ହୋଇ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପ୍ରତିକୂଳ ପାଗରେ ପାଇକମାଲ ଓ ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକମାନେ ତିନି ଦଫା ଦାବୀରେ ସାମୁହିକ ଛୁଟିରେ ରହି ଦ୍ଵିତୀୟ ଦିନ ପାଇକମାଲ ଓ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ପାଇକମାଲ ଓ ଝାରବନ୍ଧ ଏହି
Read More...

ସମୂହ ଛୁଟିରେ ଶିକ୍ଷକ, ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏୟୁପିଟିଏଫ ସହ ସମ୍ବନ୍ଧିତ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ, ଜୁନିୟର ଟିଚର କଂଟ୍ରାକଚୁଆଲ, ଏମ୍‌ଏଲଇ ଶିକ୍ଷକଙ୍କ ମିଳିତ ନିଷ୍ପତ୍ତିକୁ ରାଜ୍ୟ ବ୍ୟାପି ୩୧୪ ବ୍ଲକରେ ୩ ଦଫା ଦାବୀ
Read More...

ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁରୋମୁଣ୍ଡା ସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଦାତା ଶ୍ରୀ ଗଣେଶ ଓ
Read More...

ସମାଜସେବୀ ସ୍ୱର୍ଗତା କିରଣ ଦେବୀ ଅଗ୍ରୱାଲଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ରୋଷନ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କୁ ଆଜି ପଦ୍ମପୁର ବାସ ଭବନରେ ଏକାଦଶାହ ଉପଲକ୍ଷେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଫଟୋଚିତ୍ର ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତା କିରଣ
Read More...

ଆଗାମୀ ନିର୍ବାଚନ ପାଇଁ ଗ୍ରାମ ପଞ୍ଚାୟତଠାରୁ ସଚିବାଳୟ ପର୍ଯ୍ୟନ୍ତ ପିସି ଜରିଆରେ ବିଜେଡି ବ୍ୟାପକ ମାତ୍ରାରେ ଦଳୀୟ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ୫% ଠାରୁ ଅଧିକ ପିସି ସଂଗ୍ରହ କରି ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ନାଁରେ ବ୍ୟାପକ ଟଙ୍କା ସଂଗ୍ରହର ଅଭିଯାନ ଚଳାଇଛି ତେଣୁ ଏ ସରକାର ବଦଳିବା
Read More...

ସମାଜସେବୀ, ରାଷ୍ଟ୍ରଭକ୍ତ ସ୍ୱର୍ଗତ କିରଣ ଦେବୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ରୋଷନ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କୁ ତାଙ୍କ ବାସଭବନରେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଫଟୋଚିତ୍ର ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ କିରଣ ଦେବୀ ଅଗ୍ରୱାଲ ଜଣେ
Read More...

ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନଠାରୁ ଡ଼. ପ୍ରଫେସର ସଚିଦାନନ୍ଦ ବେହେରା ୩୫ ବର୍ଷ ଚାକିରି କରି ବର୍ତ୍ତମାନ ୬୫ ବର୍ଷ ବୟସରେ ସାଇକେଲ ଯୋଗେ ଅମରାବତୀ (ମହାରାଷ୍ଟ୍ର)ରୁ ଭୁବନେଶ୍ୱର ଅଭିମୁଖେ ବାହାରି ସୋମବାର ଦିନ ଦିବା ୧୨.୧୫ମି. ସମୟରେ ପଦ୍ମପୁରରେ
Read More...

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ୪ ଜଣ ଆଦିବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୩ ଦଫା ଦାବୀ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ଆମରଣ ଅନଶନ ଓ ଧାରଣାରେ ବସିଥିବା ଜଣାପଡିଛି । ଭାଗିରଥି ଭୁଏ, ଭୂମି ଭୁଏ, ତପିସା ଭୁଏ, ସେବତୀ ଭୁଏ
Read More...