Browsing Tag

padampur news

ମହୁଲପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶନିବାର ଦିନ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍ ପାଳିତ ହୋଇଯାଇଛି । ନୂଆଁଖାଇ ଦିନ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେବା ପରେ ଶନିବାର ଦିନ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡ ଗାଈ ଗୋଠରେ ଜୁହାର ଭେଟ୍‌ ହୋଇଥିଲେ
Read More...

ଗଣେଶ ମଣ୍ତପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗଂଜାଡାବର ଗ୍ରାମରେ ସାଂସଦ ପାଣ୍ଠିରେ ନିର୍ମିତ ଗଣେଶ ମଣ୍ଡପକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପୁରୋହିତ ବିଧାୟକ ଥିବା ବେଳେ ତାଙ୍କ
Read More...

ଏବିସିଡି ପଦ୍ମପୁର ପକ୍ଷରୁ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପ୍ରାଙ୍ଗଣରେ ଗଙ୍ଗାଧର ମଣ୍ଡପଠାରେ ପଦ୍ମପୁର ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ଆୟୋଜିତ ବୋଡ଼ାସମ୍ବର ନୂଆଖାଇ ଭେଟ୍‌ଘାଟ୍‌ ରୌପ୍ୟ ଜୟନ୍ତୀ ଦୁଇଦିନ ଧରିଦିନ ଅନୁଷ୍ଠାନର ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପଧାନ ଓ ଉପଦେଷ୍ଟା
Read More...

ଭିଜନ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାରିଅର ଏଜୁକେସନ୍‌ର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ଗଣେଶ ପୂଜା ଅବସରରେ ପଦ୍ମପୁର କଲେଜ ରୋଡ଼ ସ୍ଥିତ କାଳୀ ମନ୍ଦିର ପାର୍ଶ୍ଵରେ ଭିଜନ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାରିଅର ଏଜୁକେସନ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପଦ୍ମପୁରର ଜଣାଶୁଣା ଶିକ୍ଷାବିତ୍‌ ତଥା ଅଞ୍ଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ
Read More...

ଶ୍ରୀ ଗଣେଶ ପୂଜା ଉତ୍ସବ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଦାତା ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁନିକୁନି ଲେଖକ, ଲେଖିକା ତଥା ଚିତ୍ରକରମାନଙ୍କ ସ୍ୱରଚିତ ଲେଖା ଓ ଚିତ୍ରର ସମାହାର ଅରୁଣ ପତ୍ରିକା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ
Read More...

ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବୀକୁ ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଗାଇସିଲେଟ ବ୍ଲକ୍ ଶାଖାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମୂହ କାର୍ଯ୍ୟ ବନ୍ଦ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆଜି
Read More...

ରାମଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ଡି ମୁରଲୀ କ୍ରିଷ୍ଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ, ନୃସିଂହନାଥ ନିକଟରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରଙ୍କୁ ଯାଇ ବରଗଡ ମଲ୍ଟି ନେସେନେଲ ହସ୍ପିଟାଲର ଏମ୍‌ଡି, ଡି ମୁରଲୀ କ୍ରିଷ୍ଣା ପୂଜା ଅର୍ଚନା କରିବା ସହ ମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟ ପାଇଁ ୨୫୦୦ ଘନ ଫୁଟ
Read More...

ଅକ୍ଟୋବର ପହିଲା ସପ୍ତାହର ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର କର୍ମକର୍ତ୍ତା ଓ ଶ୍ରମିକମାନଙ୍କୁ ନେଇ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀନେତା ରମେଶ ମହାପାତ୍ର ଉପସ୍ଥିତ ଥିଲେ । ଏହି ବୈଠକରେ
Read More...

ରାଜ ବୋଡାସମ୍ବର ବ୍ଲକର ଶିକ୍ଷକମାନଙ୍କର ଗଣଧାରଣା ତୃତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ନିଖିଳ ଉତ୍କଳ ଶିକ୍ଷକ ସଂଘ ଆହ୍ୱାନ କ୍ରମେ ପଦ୍ମପୁର ବିଇଓ ଅଫିସ ପ୍ରାଙ୍ଗଣରେ ରାଜବୋଡା ସମ୍ବର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଘୁନାଥ ପୁରୀଙ୍କ ସଭାପତିତ୍ବରେ ଗଣଧାରଣା ଆଜି ତୃତୀୟ ଦିନ ପହଞ୍ଚିଛି । ଧାରଣାର ପ୍ରାରମ୍ଭରେ ଶ୍ରୀ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ(୬୩) ଆଜି ଆକସ୍ମିକ ମୃତ୍ୟୁବରଣ କରିଛନ୍ତି । ନିରଞ୍ଜନ ବିଳମ୍ବିତ ରାତ୍ରୀରେ ଅସୁସ୍ଥତା ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସ ଭବନରେ ପ୍ରାଣତ୍ୟାଗ କରିଥିଲେ
Read More...