Browsing Tag

padampur news

ପାଇକମାଲରେ କଳାକାରଙ୍କ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକକଳା ଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ କଳାକାରମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୂଚନା, ସେବା
Read More...

ଦୁର୍ଘଟଣା ଗ୍ରସ୍ତ ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜଣେ ଜଣାଶୁଣା ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୁଣ୍ଡ ଓ ଆଖି ପାଖରେ ଗଭୀର ଆହତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଭାବେ ନିଜ ଘରେ ରହୁଥିଲେ । ତାଙ୍କର ଦୁର୍ଘଟଣା ହେବାର ଖବର ପାଇ ପୂର୍ବତନ ବିଧାୟକ ପ୍ରଦୀପ
Read More...

ଗାଇସିଲାଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଏ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ, ପଦ୍ମପୁର
Read More...

ଗୋପପୁର ମହିମା ଆଶ୍ରମରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ଯୋଗେନ୍ଦ୍ରନାଥପୁର ଗୋପପୁର ମହିମା ଆଶ୍ରମଠାରେ ଶହେରୁ ଉର୍ଦ୍ଧ ଫଳ ବୃକ୍ଷ ରୋପଣ କଲେ ସମାଜସେବୀ ରବୀନ୍ଦ୍ର ବାରିକ । ଏହି କାର୍ଯ୍ୟକ୍ରମରେ ରୋହିତ ବେହେରା, ଅର୍ଜୁନ ପଟେଲ, ପବିତ୍ର ପଟେଲ, ରଞ୍ଜନ ବେହେରା,
Read More...

ଝାରବନ୍ଧରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆଦେଶ କ୍ରମେ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଝାରବନ୍ଧ ବ୍ଲକ ପ୍ରଶାସନର ତତ୍ୱାବଧାନରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅର୍‌ଥୋପେଡିକ
Read More...

କେବା ଜୈବିକ ଇଣ୍ଡଷ୍ଟ୍ରିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେବା ଜୈବିକ ଇଣ୍ଡଷ୍ଟ୍ରିର ନୂଆଁଖାଇ ଭେଟଘାଟ୍‌ ଉତ୍ସବ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ କାର୍ଯ୍ୟକ୍ରମରେ କେବା ଏକ ଜୈବିକ
Read More...

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଦ୍ମପୁର ଜିଲ୍ଲାକୁ କାର୍ଯ୍ୟକାରୀ କରାଯାଉ : କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଦୀର୍ଘ ଦିନର ଦାବୀ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ପାଇଁ ଟାଉନ ହଲଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ ଅଞ୍ଚଳର
Read More...

ମାଣ୍ଡୋସିଲ ମୋଟର ଚାଳକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଧାନ ମଣ୍ଡିରେ ମୋଟର ଚାଳକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡୋସିଲ ମୋଟର ଚାଳକ ସଂଘର ସଭାପତି ରବି ସାହଙ୍କ ସଭାପତିତ୍ୱ କରିଥିବା
Read More...

ମହୁଲପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶନିବାର ଦିନ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍ ପାଳିତ ହୋଇଯାଇଛି । ନୂଆଁଖାଇ ଦିନ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେବା ପରେ ଶନିବାର ଦିନ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡ ଗାଈ ଗୋଠରେ ଜୁହାର ଭେଟ୍‌ ହୋଇଥିଲେ
Read More...

ଗଣେଶ ମଣ୍ତପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗଂଜାଡାବର ଗ୍ରାମରେ ସାଂସଦ ପାଣ୍ଠିରେ ନିର୍ମିତ ଗଣେଶ ମଣ୍ଡପକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପୁରୋହିତ ବିଧାୟକ ଥିବା ବେଳେ ତାଙ୍କ
Read More...