Browsing Tag

padampur news

‘ଘରେ ଘରେ ସୁଭଦ୍ରା’ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ 'ଘରେ ଘରେ ସୁଭଦ୍ରା' ଯୋଜନା ସମ୍ପର୍କିତ ସଚେତନତା କର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପସ୍ଥିତ ଛାତ୍ରୀ…
Read More...

ଟାଟାପାୱାରରୁ ଲଟେରୀ ମାଧ୍ୟମରେ ଉପହାର ପାଇବେ ଉପଭୋକ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଟାଟାପାୱାର ପାଇକମାଲ ସବଡ଼ିଭିଜନ୍‌ ଏସ୍‌ଡିଓ ମନରଞ୍ଜନ ନାୟକ ସୋମବାର ବିଶ୍ୱକର୍ମା ପୂଜା ଅବସରରେ ୩ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରତି ମାସ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତା ଘରୋଇ ବିଦ୍ୟୁତ୍‌…
Read More...

ପାଇକମାଳ ଟାଟାପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ପାଳନ

ଅବସର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଟାଟାପାୱାର କର୍ମଚାରୀମାନେ ବିଶ୍ୱକର୍ମା ଦେବଙ୍କ ପୂଜନ ଉତ୍ସବ ବହୁତ ସୁନ୍ଦର ଭାବରେ ଅତିଥି ମାନଙ୍କ ସହ ପାଳନ କରିଛନ୍ତି । ଏକ ସୁନ୍ଦର ଭବ୍ୟ…
Read More...

ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି : ବାହାଦୂରପୁରକୁ ହରାଇ ମାଗୁରପାଣି ଚମ୍ପିୟାନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ଜୟ ବୁଢ଼ାରଜା କବାଡି ଫାଇନାଲ୍‌ ମ୍ୟାଚ୍‌ରେ ବାହାଦୂରପୁର (ଛତିଶଗଡ଼)କୁ ହରାଇ ମାଗୁରପାଣି (ନୂଆପଡ଼ା) ଚମ୍ପିୟାନ୍‌ ହୋଇଛି । ଏଥିରେ…
Read More...

ଦର୍ଲିପାଲିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଦର୍ଲିପାଲି ଠାରେ ଲିଙ୍ଗରାଜ ପ୍ରଧାନଙ୍କ ପ୍ରୟାସ ଓ ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଘେଁସ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ.…
Read More...

ବ୍ଲକସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜ ବୋଡାସମ୍ବର ବ୍ଲକର ବ୍ଲକସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ…
Read More...

ଅତିଥି ଶିକ୍ଷକମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ ହାଇସ୍କୁଲ ପଦ୍ମପୁର ପରିସର ମଧ୍ୟରେ ବ୍ଲକ ଓଷ୍ଟା ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୪ଟି ବ୍ଲକ ଯଥା ରାଜବୋଡ଼ା ସମ୍ବର, ଝାରବନ୍ଧ, ପାଇକମାଲ ଓ ଗାଇସିଲେଟର ଅତିଥି ଶିକ୍ଷକମାନଙ୍କର ମାର୍ଚ୍ଚ ୨୦୨୩ ଓ…
Read More...

ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବାଟୀ ପୂଜା ମଣ୍ଡପଠାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ହେବାକୁ ଥିବା ରାମଲୀଳା ନାଟ୍ୟ ଧାରା ପାଇଁ ଆଜି ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୃସିଂହ କଳା ପରିଷଦ ବରପଦରର ମୁଖ୍ୟ ନିର୍ମଳ ମେହେର ଯିଏକି ବିଭିନ୍ନ…
Read More...

ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ୫୦ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଆଜି ଦିବା ୧ ଘଣ୍ଟା ସମୟରେ ତାଙ୍କ ମର ଶରୀରକୁ ଜନ୍ମମାଟି…
Read More...

ଭେରୁଆମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଭେରୁଆମୁଣ୍ଡା ବାପୁଜୀ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମହେନ୍ଦ୍ର ପଶାୟତ, ମୁଖ୍ୟ ବକ୍ତା ରଂଜନ ମାଝୀ ଓ ସମ୍ମାନିତ ଅତିଥି ଭାବରେ…
Read More...