Browsing Tag

padampur news

ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ ଓ କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମଙ୍ଗିନୀ ପଟେଲ ଗତ ବର୍ଷ ପରି ଏ ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନରେ କେକ୍ ନ କାଟି ଗୋଟିଏ ବର ଗଛ ଚାରା ରୋପଣ କରିବା ପାଇଁ ନିଜ ମା' ଓ ବାପାଙ୍କୁ ଅନୁରୋଧ
Read More...

ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ଏକ ସମ୍ମିଳନୀ ପଦ୍ମପୁର ସ୍ଥିତ ଶୌଣ୍ଢିକ ସମାଜ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ନୂତନ ସ୍ଥାୟୀ କମିଟି ଗଠନ କରାଯାଇଥିଲା
Read More...

ଝାରବନ୍ଧରେ ଜଙ୍ଗଲୀ ଭାଲୁର ମୃତ୍ୟୁ : ପଚି ସଢି ଗନ୍ଧ ହେବା ପରେ ଖବର ପାଇଲା ବନ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ନିତ୍ୟାନନ୍ଦପୁର ଗ୍ରାମର ଗୋବର୍ଦ୍ଧନ ନାଳ ପାଖରେ ଗତ ୨୦ ତାରିଖ ରିଖ ଦିନ ଏକ ଜଙ୍ଗଲୀ ଭାଲୁ ମରି ପଡିଥିବାର ଖବର ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାର ଖବର ପାଇ ଫରେଷ୍ଟର, ବନ କର୍ମଚାରୀଙ୍କ ସହିତ ପ୍ରାଣୀ
Read More...

କୁଲତା ସମାଜର ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହାଟପଦାଠାରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରୁ ଝଣ୍ଡା ଆଣି ସମଗ୍ର ଝାରବନ୍ଧ ସହରରେ ନାଚ, ଗୀତ ମାଧ୍ୟମରେ ବିଶାଳ ଶୋଭାଯାତ୍ରା
Read More...

ଜୟ କିଷାନ କ୍ଲିନିକ ଖୋଲି ପୁଣି ଚର୍ଚ୍ଚାରେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ନିସ୍ଵାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଟଙ୍କିକିଆ କ୍ଲିନିକ ଖୋଲି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ଜୟକିଶାନ କ୍ଲିନିକ ଆରମ୍ଭ କରି ପୁଣି ଚର୍ଚ୍ଚାରେ । ନିକଟରେ
Read More...

ଝାରବନ୍ଧ ବ୍ଲକରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ "ମେରି ମାଟି ମେରା ଦେଶ" କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଆୟୋଜିତ
Read More...

ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର
Read More...

ନୃସିଂହନାଥ ଭାଗବତ ତତ୍ତ୍ଵ ଯୋଗାଶ୍ରମଠାରେ ଓବିସି ମୋର୍ଚ୍ଚାର ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ଭାଗବତ ତତ୍ତ୍ଵ ଯୋଗାଶ୍ରମଠାରେ ଓବିସି ମୋର୍ଚ୍ଚାର ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥଠାରେ ଅନୁଷ୍ଠିତ ହୋଇଥିବା ଓବିସି ମୋର୍ଚ୍ଚାର କାର୍ଯ୍ୟାନୁଷ୍ଠାନ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଓବିସି
Read More...

ବନଦୁର୍ଗା ମନ୍ଦିରରେ କଳସ ସ୍ଥାପନ ସହ ନବରାତ୍ର ଦୁର୍ଗାପୂଜା ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୁର୍ଗାପୂଜାର ଶୁଭାରମ୍ଭ ସ୍ୱରୂପ କଲସ ଶୋଭାଯାତ୍ରା ସହ ଘଟ ସ୍ଥାପନ ହୋଇଯାଇଛି । ପବିତ୍ର ପୁଷ୍କରିଣୀରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ପୂଜାସ୍ଥଳୀରେ ସ୍ଥାପନ କରାଯାଇଥିଲା । ଚଳିତ
Read More...

୨୧ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଳୟା ଶ୍ରାଦ୍ଧରେ ୧୦୮ ବ୍ରାହ୍ମଣଙ୍କ ପଦଧୌତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ ପିତୃପକ୍ଷ । ମହାଳୟା ଅମାବାସ୍ୟା ଦିନ ହିଁ ପିତୃପକ୍ଷରୁ ପରିସମାପ୍ତି ଘଟିଥାଏ । ଏହି ପନ୍ଦର ଦିନର ଅବଧିରେ ଲୋକମାନେ ପିତୃଋଣକୁ ପରିଶୋଧ କରିବାପାଇଁ ଶ୍ରଦ୍ଧା ଦେଇଥାନ୍ତି । ହିନ୍ଦୁ
Read More...