Browsing Tag

padampur news

ଓଏଏସ୍ କୃତକାର୍ଯ୍ୟ କେଦାର ସିଂ ବରିହାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର କେଦାର ସିଂ ବରିହା ଓପିଏସ୍‌ସି (ଓଏଏସ୍‌)ରେ କୃତକାର୍ଯ୍ୟ ହୋଇଥିବାରୁ ଶ୍ରୀ ସିଂ ବରିହାଙ୍କୁ ସର୍ଗିବାହାଲ ବସଷ୍ଟାଣ୍ଡ ଛକରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Read More...

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ଅଧକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ଏବଂ ଯୁକ୍ତ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ଆୟୋଜନ
Read More...

ନିର୍ମାଣାଧୀନ ଝାରବନ୍ଧ ହସ୍ପିଟାଲ କୋଠା ପରିଦର୍ଶନ କଲେ ଜିଲ୍ଲାପାଳ

ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ କଲେ ଝାରବନ୍ଧ ଗ୍ରାମ୍ୟ କମିଟି ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶେଷସୀମା ହେଉଛି ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ । ଦଳିତ ଆଦିବାସୀ ବହୁଳ ଲୋକ ଏଠାରେ ବସବାସ କରନ୍ତି । ବର୍ତ୍ତମାନ ଝାରବନ୍ଧ ବ୍ଲକର ଜନସଂଖ୍ୟା ୯୨୪୮୯ ଥିବା ବେଳେ ୪୬୪୫୮
Read More...

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଲୋକ ପଟେଲ (ଉପ-ଜିଲ୍ଲାପାଳ, ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁଷ୍ପାର୍ଚ୍ଚନା କରି ଗୋଟିଏ ଖେଳାଳୀକୁ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବରଗଡ଼
Read More...

ପଦ୍ମପୁର ଉପଖଣ୍ଡ ଯାଦବ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିିକେଲ ଡି.ଓ. ଅଫିସ୍‌ ପାଖରେ ଶତାଧିକ ସଂଖ୍ୟାରେ ଯାଦବ ଭାଇ ବନ୍ଧୁ ଓ ମା' ଭଉଣୀ ଉପସ୍ଥିତ ହୋଇ ମା' ସମଲେଶ୍ୱରୀ ଓ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା । ସମ୍ମାନୀତ ଉପଖଣ୍ଡ ସଭାପତୀ, ଉପ ସଭାପତି ଓ ସେବା ପ୍ରମୁଖଙ୍କୁ
Read More...

ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲରେ ଚେତନା ପରିଷଦ ପଦ୍ମପୁର ଆନୁକୂଲ୍ୟରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ମିଶ୍ର ଫିତା
Read More...

ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମରେ ଆମ୍ବେଦକର ୱାରିଅର ତରଫରୁ ଆସନ୍ତା ୨୬ ତାରିଖ ସଂବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ରଖାଯାଇଥିଲା ଉକ୍ତ ବୈଠକ ଟେମରି ଗାଁରେ ସଂବିଧାନ ଦିବସ ପାଳନ କରିବାର ନିଷ୍ପତି ନିଆଗଲା । ବୈଠକରେ ଆମ୍ବେଦକର ୱାରିଅରର
Read More...

ତେଲେଙ୍ଗାନା ଇଟାଭାଟିରେ ୧୯ ଜଣ ବନ୍ଧକ : ମୁକ୍ତି ପାଇଁ ପାଣ୍ତିଆନଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମର ଜଣେ ୬୦ ବର୍ଷ ବୟସ୍କା ଶ୍ରୀମତୀ ଉଷା ବେହେରାଙ୍କ ସମେତ ୩ଜଣ ଛୋଟ ଛୁଆ ଓ ମହିଳା ମିଶି ୧୯ ପ୍ରବାସୀ ଶ୍ରମିକ ତଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟା ଭାଟିରେ ୨ ମାସ ହେଲା ବନ୍ଧକ ଥିବା ବେଳେ
Read More...