Browsing Tag

padampur news

ମାଣ୍ଡୋସିଲ ଡିଗ୍ରୀ କଲେଜରେ ଜାତୀୟ ସେବା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଦିବସ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ପରିଚାଳନା କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଓ ଓଡ଼ିଆ ବିଭାଗ
Read More...

କୁଲତା ସମାଜର ଝାରବନ୍ଧ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମର ଧାନମଣ୍ଡି ଠାରେ ନୁଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମାଁ ଝଣ୍ଡା, କଳସ ଶୋଭାଯାତ୍ରା ଓ ବିଶାଳ ଉଚ୍ଚତାର ଜୁଗାର ଶୋଭାଯାତ୍ରାରେ
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ୭ ଜଣ ଛାତ୍ରୀଙ୍କୁ 'ଉଜ୍ୱଳ ତାରକା' ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କ ସହିତ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛି । ଛାତ୍ରୀମାନେ ହେଲେ ଲକ୍ଷ୍ମୀପ୍ରିୟା
Read More...

ଜେନିଥ ଲାୟନ୍ସ ଗୁରୁକୁଳରେ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଜୁନିଅର ରେଡ଼କ୍ରସ ୟୁନିଟ ପ୍ରଥମ କରି ଗଠନ କରାଗଲା । ଅଧ୍ୟକ୍ଷ ଡ. ମନୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଏମ୍‌. ଡି. ଜାବେଦ ସାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନିଅର
Read More...

ନୃସିଂହନାଥ ପୀଠରେ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ଠାରେ ପାଇକମାଲ ବ୍ଲକ ଯାଦବ ସମାଜ ମିଳିତ ଉଦ୍ୟମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇକମାଲ ବିଚାର ମଞ୍ଚ ସଭାପତି ଭକଲ ହଂସ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବିଗତ ଦିନରୁ ଜଡିତ
Read More...

ବନଦୁର୍ଗା ମନ୍ଦିରର ଶାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବଡବନ୍ଦ ପଡା ବନଦୁର୍ଗା ମନ୍ଦିରର ଶାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶାରଦୀୟ ନବରାତ୍ର ପୂଜା ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଅକ୍ଟୋବର ୩
Read More...

ସିରଜିନାର ସାଧାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସିରଜିନା ଅନୁଷ୍ଠାନ ପକ୍ଷରୁ ରବିବାର ସନ୍ତୋଷ ମହାନ୍ତିଙ୍କ ପୌରୋହିତ୍ୟରେ ମୁକ୍ତା ଲଜ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା
Read More...

ବିଞ୍ଝାଲ ସମାଜ ଯୁବଗୋଷ୍ଠୀ ପକ୍ଷରୁ ବୈଠକ

ମଦ ହିଁ ଯୁବ ଗୋଷ୍ଠୀକୁ ବିପଥଗାମୀ କରୁଛି ।ମଦରୁ ନିବୃତ୍ତ ରହିବାକୁ ଆହ୍ୱାନ । ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ଯୁବ ଗୋଷ୍ଠୀ ଦ୍ଵାରା ଆଜି ପାଇକମାଲ ନିକଟସ୍ଥ ନୃସିଂହନାଥ ମନ୍ଦିର ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ
Read More...

ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଦାଶ ଅତିଥି ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ପ୍ରଧାନ
Read More...

ଗାଁ ଭିତରୁ ୬ ଫୁଟିଆ ଅଜଗର ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିନସ୍ଥ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବାବୁଲାଲ ଭୋଇଙ୍କ ଘର ପଛପଟ ବିଲରେ ଲଙ୍କା ଚାଷ କରିଥିବାରୁ କୁକୁଡ଼ା ପଶି ନପାରିବେ ବୋଲି ଜାଲ ବାଡ ଦେଇଥିଲେ । ପ୍ରତିଦିନ ଭଳି ଆଜି
Read More...