Browsing Tag

padampur news

ପଦ୍ମପୁର ଡାକ୍ତରଖାନାରେ ସିସିଟିଭିର ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏ ଅଂଚଳର ମୁଖ୍ୟ ଚିକିତ୍ସାକେନ୍ଦ୍ର ଅଟେ । ଏହି ଡାକ୍ତରଖାନାକୁ ପାଇକମାଲ, ଝାରବନ୍ଧ ତଥା ଉପାନ୍ତ ଅଂଚଳ ଛତିଶଗଡ ଠାରୁ ଚିକିତ୍ସା ନିମନ୍ତେ ଲୋକେ ଆସିଥାନ୍ତି । ଏହି ଡାକ୍ତରଖାନାରେ ଉପଯୁକ୍ତ ପରିମାଣରେ ଡାକ୍ତର ଏବଂ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ସ୍ଥିତ ଦହିଗାଁ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସଞ୍ଜୟ କୁମାର ପଟେଲଙ୍କ ସଂଯୋଜନାରେ ସଂଗୀତ, ନୃତ୍ୟ, ବାଗ୍ମୀତା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା
Read More...

ନିମ୍ନମାନରେ ନିର୍ମିତ କେନାଲ ମରାମତିକୁ ନେଇ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି 'ଚାଷକାମ ଯାହାର କେତେ ସୁଖ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର'ଏହି କାଥାର ମହତ୍ତ୍ଵକୁ ହୃଦୟଙ୍ଗମ କରି ବିଗତ ନବୀନ ପଟ୍ଟନାୟକ ସରକାର ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ନିକଟରେ ପ୍ରଭାହିତ ହୋଇଥିବା ଘେଁସାଲି ନଦୀରେ କ୍ଷୁଦ୍ର
Read More...

ଗୁଦେରପାଲି କଲେଜରେ ରେଡ୍‌କ୍ରସ୍‌ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରେଡ୍‌କ୍ରସ୍‌ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପରିଚାଳନା କମିଟିର ସଂପାଦକ ଚାଷୀନେତା କିଶୋର
Read More...

ବର୍ଷା ସତ୍ୱେ ଶେଷ ହେଲା ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚାରପାଲି କ୍ଲଷ୍ଟରର ସଂଯୋଜକ ସୁଦାମ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ସରପଞ୍ଚ ଶ୍ରୀମତୀ କ୍ଷୀରାଦ୍ରି ପ୍ରଧାନ, ସମ୍ମାନିତ
Read More...

ଡାକ୍ତରଖାନା ପରିସରରୁ ମୋଟର ସାଇକଲ ଚୋରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ପରିସରରୁ କେହି ଜଣେ ଦୁର୍ବୃତ୍ତ ଏକ ମୋଟର ସାଇକଲ ଚୋରି କରି ଫେରାର୍‌ ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ପଦ୍ମପୁର ସ୍ଥିତ ଚାରପାଲି ଗ୍ରାମରେ ରହୁଥିବା ପ୍ରଭାସ କୁମାର ଜାଲ ଗତ ରାତି ୮ ଟା ୩୦ ମିନିଟ୍‌
Read More...

କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗୁଦେରପାଲି ଗ୍ରାମପଞ୍ଚାୟତ : କିଏ ସ୍ୱଚ୍ଛ କିଏ ନିର୍ମଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଏଗାର ବାର ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା, ତାର ଉଚ୍ଚ ସ୍ତରୀୟ ତଦନ୍ତ ଯୋଗୁଁ ଚର୍ଚ୍ଚାରେ ରହିଆସୁଛି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ । ଗାଁ ପରିମଳ ଧୋବା ତୁଠରୁ ସଦୃଶ ଗୁଦେରପାଲି
Read More...

ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ସ୍କୁଲ ରୋଭର ସ୍କାଉଟ୍‌ରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ରୋଭର ସ୍କାଉଟ୍‌ ଲିଡର ସରୋଜ କୁମାର ସାହୁ ଏବଂ ରୋଭର ସ୍କାଉଟ୍‌ ଲିଡର ମଳୟ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ରେଞ୍ଜର ଓ ୨ ଜଣ ରୋଭର ସେପ୍ଟେମ୍ବର ୧୭ରୁ ୨୩
Read More...

ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ବଜ୍ରକାପ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜଙ୍ଗଲ ବିଭାଗ ଦ୍ଵାରା ଜୀବିତ ଅବସ୍ଥାରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ, ବାଦିମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ତାଙ୍କ ଘର ବାରିପଟେ ଏକ ଜୀବନ୍ତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ପରେ ସେ ପଦ୍ମପୁର ବନବିଭାଗକୁ ଖବର
Read More...

ପଦ୍ମପୁର ବିଧାନସଭା ସ୍ତରୀୟ ସଦସ୍ୟତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ଠାରେ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ୱରେ ନେଇଥିବା ବେଳେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ
Read More...