Browsing Tag

padampur news

ପଦ୍ମପୁର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ବ୍ଲକ ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମବାୟ ସମିତିର ସଭାପତି ପ୍ରୀତମ ମେହେର ମୁଖ୍ୟ…
Read More...

ପଦ୍ମପୁର ଶ୍ରୀ ଅରବିନ୍ଦ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଦିତି ବିହାର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଶାଲ ଶୋଭାଯାତ୍ରା ପରେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର…
Read More...

ବେଲମତୀ ଦେବୀଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ମେଲଛାମୁଣ୍ତା ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତି ଭୋଇଙ୍କ ଆଜି ଥିଲା ଏକାଦଶାହ କାର୍ଯ୍ୟକ୍ରମ । ଏହି ଅବସରରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ଅନେକ କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ବେଳମତୀ ଦେବୀଙ୍କ ଫଟୋଚିତ୍ରରେ…
Read More...

ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବର ଶୁଭାରମ୍ଭ…
Read More...

ପଦ୍ମପୁର ବନବିଭାଗକୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇରକାଠ ସହ ପିକଅପ୍ ଭ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇରକାଠ ସହ ପିକଅପ୍ ଭ୍ୟାନ (ଓଆର୍ ୧୭ ଏଫ୍ ୭୩୨୦)କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଜବତ କାଠର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ…
Read More...

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଗୁରୁବାର ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିଓ ମନରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବଡ ଶତପଥି, ଜେଇ…
Read More...

ଡିସେମ୍ବର ୧୪ରୁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ଼୍ୟାମ ପରିସରରେ ରଞ୍ଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର…
Read More...

ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ ସଭାପତିତ୍ୱରେ ଆରମ୍ଭ…
Read More...

୪ ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପୁଲିସ ଜାମସେଠ ଓ ଛିନ୍ଦେଇକେଲା ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ବେଆଇନ ଭାବରେ ଦାଦନ ଶ୍ରମିକ ମାନଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ସେହି ଅଂଚଳରେ ଛାନ୍‌ଭିନ୍‌ କରି ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣେ ଦାଦନ…
Read More...

କ୍ୟାନସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକସିନ ଦିଆଯିବାକୁ ମହିଳା ସମିତିର ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : କ୍ୟାନସର ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭାଇକାଲ କ୍ୟାନସର ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ ଦେଖାଯାଉଛି । ୫୦ରୁ ୫୫ ବର୍ଷ ବୟସର ମହିଳାଙ୍କ…
Read More...