ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଅଭିଭାବକ ଏବଂ ଶିକ୍ଷକ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହା ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଦୁଇ ଦିନ ବ୍ୟାପୀ ଅଭିଭାବକ ଓ ଶିକ୍ଷକ ବୈଠକ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସମସ୍ତ ଅଭିଭାବକଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀ ମାନଙ୍କୁ!-->…
Read More...
Read More...