Browsing Tag

nuapada news

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ : ୨ ମୃତ

ନୂଆପଡା : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି କନିଆ ଘର ଲୋକେ ପିକ୍‌ଅପ୍‌ ଭ୍ୟାନ ଯୋଗେ ୩୦ରୁ ଅଧିକ ଲୋକ ପୁଅ ଘରକୁ ଆସୁଥିଲେ ତେବେ ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳର ୩୫୩ ନମ୍ୱର ଜାତୀୟ ରାଜପଥର କ୍ରିଷ୍ଣାଛକରେ ଭାରସାମ୍ୟ ହରାଇ
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର୍

ନୂଆପଡା : ଗତକାଲି ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର । ଫଳରେ ଘଟଣା‌ସ୍ଥଳରେ ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...

ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକ‌ର୍ତ୍ତା ଚୟନ

ନୂଆପଡା, (ନିରୋଜ କୁମାର ପାଣୀ) : ଆଜି ଖଡ଼ିଆଳ ଠାରେ ଅନୁଷ୍ଠିତ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନୂତନ ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନରେ ସଭାପତି ଲୋକନାଥ ମହାପାତ୍ର, ଉପ ସଭାପତି ଅଜିତ ଯୋଶୀ, ସମ୍ପାଦକ ସୁଜିତ ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଟିକେଶ୍ୱର
Read More...

୨୪ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ : ୪ ଜଣ ଅଭିଯୁକ୍ତ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ପୁଣି ସଫଳତା ମିଳିଛି । ଗତକାଲି ଖଡିଆଳ ସହରର ଗୁରୁନାନକ ଛକରୁ ୨୪କେଜି ୬୫୦ ଗ୍ରାମର ଏକ ଗଞ୍ଜେଇ ଭର୍ତ୍ତି ଜରିବସ୍ତା ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀରେ
Read More...

ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ମର୍ଯ୍ୟାଦା ପୁରୁଷ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଡିଆଳ ନଗରର ପ୍ରତି ୱାର୍ଡରୁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ ପୂର୍ବକ ରାଷ୍ଟ୍ର କାର୍ଯ୍ୟରେ ସହଭାଗୀ ହୋଇ
Read More...

ସାମ୍ବାଦିକ ଗଜେନ୍ଦ୍ର ନିଆଲ‌ଙ୍କ ଦେହା‌ନ୍ତ

ନୂଆପଡା : ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ପୁର୍ବତନ ସଭାପତି ଗଜେନ୍ଦ୍ର ନିଆଲଙ୍କ ଦେହା‌ନ୍ତ ହୋଇଯାଇଥିବା ସୂଚନା ମିଳିଛି । ସେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ରାୟପୁର ହସପିଟାଲରେ କେମୋ ଚିକିତ୍ସା ହୋଇ ଆସୁଥିଲେ । ତାଙ୍କ ନୂଆପଡା ସ୍ଥିତ ବାସ ଭବନରେ ଅସୁସ୍ଥତା ଅନୁଭବ କରିବାରୁ ରାୟପୁର
Read More...

ନୂଆପଡ଼ା ଜିଲ୍ଲାରେ ଭୋର୍‌ ୪ଟାରେ ପହଞ୍ଚିଲା କୋଭିଡ ଟୀକା ବୋଝେଇ ଭ୍ୟାନ୍

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଭୋର୍‌ ୪ଟା ବେଳେ କୋଭିଡ ଟୀକା ବୋଝେଇ ଭ୍ୟାନ୍ ଜିଲ୍ଲା ଭେକ୍ସିନ ଷ୍ଟୋରରେ ପହଞ୍ଚିଛି । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ତାକୁ ଗ୍ରହଣ କରିବା ସହିତ ସୁରକ୍ଷିତ ରଖିଥିବା ବେଳେ ଜିଲ୍ଲାକୁ ୩୬୦୦ ଡୋଜ୍ ଟିକା ପହଞ୍ଚିଛି
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ

ନୂଆପଡା, (କେପିଏନ୍‌ଏସ୍‌) : ୪୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଦିନ ଧରାପଡିଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏକ ଶ୍ରମିକ ଏଜଣ୍ଟ ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ
Read More...

ବାଘ ଆତଙ୍କ : ଲୋକେ ଭୟଭୀତ

ନୂଆପଡ଼ା : କୋମନାରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଭୟଭୀତ ଥିବା କୁହାଯାଇଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ରେଞ୍ଜ ଅନ୍ତର୍ଗତ ବୀରସିଂଙ୍ଗପଡ଼ା ଗ୍ରାମରେ ବାଘ ଆତଙ୍କ ଖେଳିଛି । ଏକ ବାଘ ଏହି ଗ୍ରାମର ୩ ଜଣଙ୍କର ଛେଳି, ବଳଦ ଓ ବାଛୁରୀକୁ ମାରି ଖାଇଥିବାର ଖବରରେ
Read More...

ଗ୍ରାମବାସୀଙ୍କ ହାତରେ ଧରାପଡିଲା ବାଇକ୍‌ ଚୋର

ନୂଆପଡା : ବାଇକ ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ସୂନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମରୁ ମଙ୍ଗଳବାର ରାତିରେ ଗଣ୍ଡା ସତନାମୀଙ୍କ ଘରୁ ଏକ ବାଇକ୍‌ ଚୋରି କରି ପାଖରେ ଥିବା ଶରଧାପୁରରେ ରଖି ଦେଇ ବାଇକ୍‌କୁ ଡୁଆଝର ଗ୍ରାମକୁ ଆସି ପୁଣି ଆଉ ଏକ ବାଇକ୍‌
Read More...