Browsing Tag

nuapada news

ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ କୋଭିଡ ସଚେତନତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକମ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଇଛି । ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ବୁଲି ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୋଭିଡ ସଚେତନତା, ମାସ୍କ ବ୍ୟବହାର,
Read More...

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଭାଜପା ପକ୍ଷରୁ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ମମିତା ହତ୍ୟାକାଣ୍ଡରେ ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ସପୃକ୍ତି ଇସ୍ତଫା ଦାବୀରେ ମୋଟର ସାଇକେଲ ରାଲିରେ ବାହାରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ କୃଷକ
Read More...

ଅଶ୍ୱିନୀ ବେହେରାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରପଦର ଗ୍ରାମବାସୀ ଏବଂ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଶ୍ଵିନୀ ବେହେରାଙ୍କ ହତ୍ୟାକାଣ୍ଡ ମାମଲାର ଦୋଷୀଙ୍କୁ ଗିରଫ ଦାବୀରେ ଆଜି ଗ୍ରାମବାସୀ ଓ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ଥାନା ଘେରାଉ କରାଯାଇଛି । ଅଶ୍ୱିନୀ
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତରେ ଆସିଥିବା ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଖଡ଼ିଆଳ ଡାକବଙ୍ଗଳାଠାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଖଡ଼ିଆଳଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ନୂଆପଡ଼ାରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା : ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ୍‌ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ । ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ ।
Read More...

ନାବେଡା ଅଭୟାରଣ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପରମ୍ପରା ଲାଲ୍‌ ବଙ୍ଗଳା, ଛୁଇଁବା ମନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ । ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ
Read More...

ଝିତ୍ରୀଢୋଡା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଳସ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝିତ୍ରୀଢୋଡା ଗ୍ରାମ ଠାରେ ହେବାକୁ ଥିବା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଲସ ଯାତ୍ରା ହର୍ଷ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କଲସ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ନୁଆପଡା ଜିଲ୍ଲା ଯାଦବ ସମାଜର ସଭାନେତ୍ରୀ
Read More...

କଳାକାରଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ନୂଆପଡା ଜିଲ୍ଲା କଳାକାର ସଂଘର ପ୍ରେସମିଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଂସ୍କୃତି ସଂଘର ଡିସିଓ ଦାୟିତ୍ୱରେ ଥିବା ଅଧିକାରୀ କଳାକାର ମାନଙ୍କୁ ଅଣଦେଖା କରୁଥିବାରୁ ଆଜି ଜେକେଏସ୍‌ଏସ୍‌ ଏବଂ ବିକେଏସ୍‌ଏସ୍‌ର ସମସ୍ତ କଳାକାର ମେମ୍ବର ମିସି ଏକ ପ୍ରେସ୍‌ମିଟ୍‌ ରଖିଥିଲେ । ଜିଲ୍ଲା ଉପସଭାପତି ତ୍ରିମନ ମାଝୀଙ୍କ
Read More...

ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପତିଏଲପଡା ଶିବ ମନ୍ଦିରଠାରୁ ଖଇରପଦର ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଗୋର୍ଲା, ଟିମାନପୁର, ରାଣୀମୁଣ୍ଡା, ଖରସେଲ, ନିଲଜି, ଖଏରପଦର, କେଁଏଠପଦର, କେନ୍ଦୁମୁଣ୍ଡା ଘୁଚାଗୁଡା
Read More...

ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡା, (ନିରାକାର ମେହେର) : ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ ମାସ ୨୦ତାରିଖ ଦିନ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗ୍ରାମର କୁମାରୀ ବେହେରାଙ୍କ ପୁଅ ଅଶ୍ଵିନୀଙ୍କୁ କେହି ଦୃବୁତ ରାତିରେ
Read More...