Browsing Tag

nuapada news

ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ବର୍ଷ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା
Read More...

ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ନୂଆପଡା, (ନିରାକାର ମେହେର) : ଜିଲ୍ଲା କୋମନା ଥାନା ବରନ୍ଦା ପାଟ ନିକଟ ବିଜୁ ଏକ୍ସପ୍ରେସ୍ ୱେରେ ଏକ ବାଇକ୍‌କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇଜଣ ହେଲେ ଜଣେ ଭେଳା ଗ୍ରାମ ପଞ୍ଚାୟତ ଭରତପଡ଼ାର ଚିତ ମାଝୀ
Read More...

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ
Read More...

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ

ନୂଆପଡ଼ା, (ନିରାକର ମେହେର) :ସିନାପାଲି ବ୍ଲକ କଇଟପଦର ପଞ୍ଚାୟତ ହଲଦୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଅଦିନିଆ ବର୍ଷାରେ ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ହଲଦୀମୁଣ୍ଡା ଗ୍ରାମର ଭିନ୍ନକ୍ଷମ ରାଏ ସିଂ ଗହୀର
Read More...

କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା : ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ

ନୁଆପଡା, (ନିରାକାର ମେହେର) : କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସର୍ଭିସ ରାଇଫଲକୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା
Read More...

ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ । ଭୁବନେଶ୍ଵରରୁ ସ୍ଵତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଗୋତମା ଠାରେ ଅବତରଣ ପରେ ଜିଲ୍ଲା ପାେଲିସ କାର୍ଯ୍ୟାଳୟ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ବିଶେଷ କରି
Read More...

ଦାଦନ ଶ୍ରମିକ ବିଡିଓ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ନୂଆପଡ଼ା, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି । ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବୋଲି ଜଣାପଡିଥିବା ବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି ।
Read More...

ଜନବସତି ଭିତରେ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ବ୍ଲକ ଧରମବନ୍ଧା କୁଟରେଙ୍ଗାପଡା ଗ୍ରାମରେ ବାଘ ଆତଙ୍କ ଖେଳାଇ ଦେଇଥିବା ସୂଚନା ମିଳିଛି । ଗ୍ରାମ ନିକଟରେ ଏକ ଗାଈକୁ ମାରି ଖାଇଛି ବାଘ । ଗତକାଲି ଏଭଳି ଏକ ଘଟଣା ଘଟିଛି କୁଟରେଙ୍ଗାପଡା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ଉକ୍ତ ଗ୍ରାମର ଅଗନ
Read More...

ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଚେତାବନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଏମିତି କିଛି ଜାଗା ଅଛି ଚାରିକାନ୍ଥ ମଧ୍ୟରେ ନିଘଞ୍ଚ ବଣ ଜଙ୍ଗଲ ଭିତରେ ସହସହ ବର୍ଷଧରି ଆଦିବାସୀ ଓ ଜନଜାତି ମାନେ ରହିଆସୁଛନ୍ତି । ଏ ଆଦିମ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇଦେବାକୁ କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ଜଙ୍ଗଲ ଜମି
Read More...

ଜବତ ହେଲା ୧୫ହଜାର ଟଙ୍କାର କଫ୍ ସିରଫ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଅବକାରୀ ବିଭାଗଙ୍କ ପେଟ୍ରୋଲିଙ୍ଗ ସମୟରେ ଖଡିଆଳରୁ କୋମନା ଯିବା ରାସ୍ତା ୩୫୩ଜାତୀୟ ରାଜପଥ ବରଗାଁ ଛକ ନିକଟରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ
Read More...