Browsing Tag

nuapada news

ନୂଆପଡ଼ାରେ ” ଆମ ସଂକଳ୍ପ ନିଶା ନୁହେଁ ଜୀବନ ” ଏହି ବାର୍ତ୍ତା ନେଇ ବାହାରିଲା ସଚେତନତା ରଥ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡିଶାରେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନର ଶୁଭାରମ୍ଭ
Read More...

ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ
Read More...

ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ପୂର୍ବକ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ
Read More...

ଗଣ୍ଡାବାହାଲି ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗ ନେଇ ଥାନାରେ ମାମଲା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଦେଶୀ ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ନେଇ ସ୍ଥାନୀୟ ଭାଟି ମ୍ୟାନେଜର ଶଶାଙ୍କ ସାହୁ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ସିନାପାଲି ଥାନା ପକ୍ଷରୁ ଘଟଣାର
Read More...

ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନର ଶୁଭାରମ୍ଭ

ଓଡ଼ିଶାକୁ ଗଡ଼ିଲା ଭ୍ରାମ୍ୟମାଣ ଡିଜିଟାଲ୍ ଶିକ୍ଷା : ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନୂଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ନିଟ ଫାଉଣ୍ଡେସନ୍ ସହ ସହଯୋଗିତାରେ ଡିଜିଟାଲ୍ ସାକ୍ଷରତା ସହ ଗୋଷ୍ଠୀ ସଶକ୍ତୀକରଣ ନୂଆପଡ଼ା, (କେପିଏନ୍‌ଏସ୍‌) : ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର
Read More...

୧୫ ଦିନ ଭିତରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଜିଲ୍ଲା କୋମନା ବ୍ଲକ ଧରମପୁର ଗାଁଠାରୁ ହାତୀସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି । ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାରୁ ଚାଷୀମାନେ ମଙ୍ଗଳବାର
Read More...

ନୀଳାଦ୍ରି ବିହାର ଲଜ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ

ନୂଆପଡ଼ା, (କେପିଏନ୍‌ଏସ୍‌) : ଲଜ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ନୂଆପଡ଼ା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜ୍‌ର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୁଚନା ମିଳିଛି ।
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ନୂଆପଡ଼ା : ନୂଆପଡ଼ା ଏକତା ଛକରେ ଦୁର୍ଘଟଣା । ଟ୍ରାଫିକ୍ ସିଗନାଲ୍ ଅତିକ୍ରମ କରିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ । ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ମୃତକ ଜଣଙ୍କ ହେଉଛନ୍ତି କୋମନା ଥାନା ରେଙ୍ଗାବାହାଲ ଗାଁର ରୁକ୍ମଣୀ ସାହୁ । ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ଅବସ୍ଥାରେ
Read More...

ଜୋଙ୍କ ପୁଲିସର ଅପରେସନ ‘ଶୁଦ୍ଧି’ : ୨୮କେଜି ଗଞ୍ଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସକୁ ଅପରେସନ ଶୁଦ୍ଧିରେ ସଫଳତା ମିଳିଛି । ଆଜି ଜୋଙ୍କ ପୁଲିସ ୨୮କେ.ଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ରାଜସ୍ଥାନର ୬ଜଣ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର
Read More...

ନୂଆପଡ଼ା ପୋଲିସ୍ ଦ୍ଵାରା “ମୋବାଇଲ୍ ଫେରସ୍ତ ମେଳା” ମାଧ୍ୟମରେ ୧୦୪ଟି ଚୋରି ମୋବାଇଲ୍ ଫେରସ୍ତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ପରିଚାଳିତ ଅପରେସନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଲା ପୋଲିସ୍‌କୁ ମିଳିଛି ଆଉ ଏକ ବିରାଟ ସଫଳତା । ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ୧୦୪ଟି ମୋବାଇଲ୍
Read More...