ନୂଆପଡ଼ାରୁ ୭୪ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କ “ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା”ରେ ଯାତ୍ରାରମ୍ଭ
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ "ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା" ୨୦୨୬ ମାଧ୍ୟମରେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏଥିପାଇଁ ନୂଆପଡ଼ା ଆମ ବସ୍ଷ୍ଟାଣ୍ଡ ପରିସରରେ ଆୟୋଜିତ ଏକ ଭବ୍ୟ!-->…
Read More...
Read More...