ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ : ବ୍ଲକ ଅଫିସ ଘେରିଲେ ହିତାଧିକାରୀ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଓ ଅଗ୍ରେନ ଗ୍ରାମ ପଂଚାୟତରେ ପିଡିଏସ ଚାଉଳ ବଣ୍ଟନ ଅବହେଳା ଯୋଗୁଁ ଗରିବ ସେନା ସଭାପତି ରବି ମଂଗରାଜଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବ୍ଲକ ଅଫିସ ଘେରାଉ କରିଥିଲେ । ଚାଉଳ ପାଇବା ପାଇଁ ଗତ ୨୯ ତାରିଖ ଦିନ କୋମନା!-->…
Read More...
Read More...