Browsing Tag

nuapada news

ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କ ଯୋଗଦାନ

ନୂଆପଡା, (ପିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ଥିଲେ ।ସେ ଖଡିଆଳ ଥାନାରେ ଯୋଗଦାନ ପରେ ଖଡିଆଳ ଅଂଚଳରେ କିପରି ଆଇନ ଶୃଙ୍ଖଳା ଠିକ୍‌ ରହିବ, ଟ୍ରଫିକ
Read More...

ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ୍, ଚଞ୍ଚଳ ମାଝୀ, ସିଆର୍‌ସିସି
Read More...

ଦିନିକିଆ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଳ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ
Read More...

ମାଓବାଦୀଙ୍କ ବର୍ବର କାଣ୍ଡ, ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର

ନୂଆପଡ଼ା : ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି । ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି ।
Read More...

ଖଡିଆଲରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଖଡିଆଲରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସାମାଜିକ ଗଣମାଧ୍ୟମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ସହରର ଧାର୍ମିକ ଭାବନାକୁ ଆକ୍ଷେପ କରିବା ପ୍ରତିବାଦରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆଜି ଖଡ଼ିଆଳ ସହର ବନ୍ଦ ଡାକରା ଦିଆଯାଇଛି ।
Read More...

ଭତ୍ତା ଟଙ୍କା ବଢାଅ ନ ହେଲେ ଭୋଟ ଦେବୁନାହିଁ : ଲର୍କା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସେ ପର୍ଯ୍ୟନ୍ତ ଚଳିବ । ଚିନି ଚା' କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କ'ଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଅ ନ ହେଲେ ଭୋଟ ଦେବୁନି ବୋଲି
Read More...

ଯୁବକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଭାଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କନ୍ଦାମୁଣ୍ଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଦୁଇ ଭାଇଙ୍କୁ ସେହି ଗ୍ରାମର ମହେନ୍ଦ୍ର ବାଗ ଟାଙ୍ଗିଆରେ ହାଣି ଥିବା ଜଣାପଡିଛି । ସେମାନେ ହେଲେ ବଡଭାଇ ଦେବ ବନ୍ଦିଚୋର ଓ ଯୁଧିଷ୍ଟିର
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆଦିବାସୀ ଦମ୍ପତ୍ତିଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ଆଦିମ ଜନଜାତି ସମ୍ପ୍ରଦାୟରୁ
Read More...

ଟ୍ରାକ୍ଟର ଧକ୍କାରେ ମୋଟର ସାଇକେଲ ଚାଳକ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତା ସିନାପାଲି ନିକଟସ୍ଥ ମହଗାଁ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ଓଡି ୨୬ ଇ ୪୦୫୬ ଟ୍ରାକ୍ଟରଟି ମୋଟର ସାଇକେଲ ନମ୍ବର ଓଡି ୨୬
Read More...

ତରିଆମହୁଆଭଟା ଗାଁରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘୁଣୀ । ଆଜି ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଛି । ଗତକାଲି ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ
Read More...