ସିନାପାଲିରେ ଦୁଲୁକିଲା ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲିରେ ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ପୂରଣ ନାଁରେ ହଜାର ହଜାର ଶ୍ରଦ୍ଧାଳୁ ମାଁ ମହୁଲ ଗୋଛିଏନଙ୍କ ପାଖରେ ନିଜକୁ ସମର୍ପିତ କରି ମା'ଙ୍କ ଆଶୀର୍ବାଦ ନେଇଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ବାଦ୍ୟ!-->…
Read More...
Read More...