୨୭ ବର୍ଷ ପରେ ଜମି ଚିହ୍ନଟ ହେଲା : ବିଧାୟକଙ୍କୁ ଦେଲେ ଧନ୍ୟବାଦ
ନୂଆପଡ଼ା, (ଅଜିତ ବେହେରା) : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମପଞ୍ଚାୟତର ନରସିଂହପୁର ଗ୍ରାମର ୧୧ ପରିବାରକୁ ୨୭ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ୪ ଡିସିମିଲ ଲେଖା ଜମି ମିଳିଥିଲା । ସେମାନଙ୍କୁ ଜମି ପଟ୍ଟା ମଧ୍ୟ ମିଳିଥିଲା କିନ୍ତୁ ଜମି ଚିହ୍ନଟ ହୋଇ ନଥିବାରୁ ହିତାଧିକାରୀ ମାନେ!-->…
Read More...
Read More...