Browsing Tag

nuapada

ସିନାପାଲିରେ ବିଜୁସେତୁ ଓ ମୁଖ୍ୟମନ୍ତ୍ରୀ ସଡକର ଶିଳାନ୍ୟାସ କଲେ ମନ୍ତ୍ରୀ ଦିବ୍ୟଶଙ୍କର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ଦୁଇ ଗୋଟି ସ୍ଥାନରେ ଶିଳାନ୍ୟାସ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଛନ୍ତି । ସିନାପାଲି
Read More...

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆପଡା, (ନିରାକର ମେହେର) : ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ସହଯୋଗରେ ଆଜି ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ତଥା ନୂଆପଡା ଜିଲ୍ଲାର ଶିକ୍ଷକ ମାନଙ୍କ ମଧ୍ୟରେ ରକ୍ତଦାନ କରିବାର
Read More...

ଅଜନା ଗାଡ଼ି ଧକ୍କା ଥି ବୁଆର୍ ମରନ୍ : ମୁରଦାର ପାଖେ ବସି କାନ୍ଦୁଛେ ଝି’

ନୂଆପଡ଼ା, (କେପିଏନ୍ଏସ୍) : ଗୁଟେ ହୁରୁଦ୍ ଫଟା କଥା । ଶୁନଲେ ଦିହିଁ ଶିତେଇ ଯିବା । ଗଲା ରଏବାର ରାତି ଗୁଟେ ଅଜନା ଗାଡ଼ିର ଧକ୍କା ଥି ବୁଆ ମରିଗଲା ଉତରୁ ସକାଲେ ରୋଡ଼ ଥି ବୁଆ ମରି କରି ପଡ଼ିଥିବାର ଦେଖି ଭୋ’ ଛାଡ଼ତେଲ୍ କାନ୍ଦୁଛେ ଝି’ । କୋମନା ବ୍ଲକ ତରବୋଡ଼ ଗାଁର ସମ୍ଭବ ଉଦ୍ୟାନ ପାଖର
Read More...