Browsing Tag

news off india

ବାତ୍ୟା ‘ରେମାଲ’ ଅଧିକ ଘନୀଭୂତ ହୋଇ ଭୀଷଣବାତ୍ୟାରେ ପରିଣତ

ନୂଆଦିଲ୍ଲୀ : ବାତ୍ୟା ‘ରେମାଲ’ ଅଧିକ ଘନୀଭୂତ ହୋଇ ଭୀଷଣବାତ୍ୟାରେ ପରିଣତ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ଉତ୍ତର ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହୋଇ ଆଜି ମଧ୍ୟରାତ୍ରରେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଏବଂ
Read More...

ମତଦାନ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ‌ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି ।
Read More...

ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର : ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ

ପଞ୍ଜାବ : ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର । ସୁଧ ଦେଇଥିବା ଲୋକେ ଟଙ୍କା ମାଗିବାରୁ ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ । ଘଟଣାଟି ଘଟିଛି ପଞ୍ଜାବର ଫରିଦାବାଦ‌ରେ । ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଏବେ
Read More...

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୮. ୮ ଡିଗ୍ରୀ ରେକର୍ଡ

ରାଜସ୍ଥାନ : ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି ।
Read More...

ଦିଲ୍ଲୀରେ କବିସନ୍ଧି କାର୍ଯ୍ୟକ୍ରମରେ ପ୍ରତିଭା ଶତପଥୀଙ୍କ କବିତା ପାଠ

ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା - ପ୍ରତିଭା ଶତପଥୀ ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ମୋର କବିତା ନିଜସ୍ୱ ଅନୁଭୂତି, ଆନନ୍ଦ - ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ
Read More...

ପବନ ଓ ବର୍ଷା ହେତୁ ଭାରସାମ୍ୟ ହରାଇ ଡ୍ୟାମରେ ଓଲଟିଲା ଡଙ୍ଗା : ୬ ଜଣ ନିଖୋଜ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଉଜନି ଡ୍ୟାମରୁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡଙ୍ଗା ବୁଡ଼ିଯିବା ପରେ ୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ ଡଙ୍ଗା
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ୟୁରୋପୀୟ ବିଦ୍ୱାନ୍ ମିଣ୍ଡୁଗାସ୍ କ୍ୱିଟ୍ଉସ୍କାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରେକ୍ଷାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଲ୍ନିୟସ୍ ବିଶ୍ୱବିଦ୍ୟାଳୟର ଭାଷାଶାସ୍ତ୍ର ବିଭାଗର ଡିନ୍ ତଥା ୟୁରୋପୀୟ ରାଷ୍ଟ୍ର ଲୁଥିଆନାର ପୂର୍ବତନ
Read More...

ବ୍ରିଜ୍‌ ତଳକୁ ଖସିଲା ବସ୍ : ୨ ମୃତ, ୪୧ ଜଣ ଆହତ

ରାଜଗଡ଼ : ମଧ୍ୟପ୍ରଦେଶରେ ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା
Read More...

ପୋର୍ସ କାର୍ ଧକ୍କାରେ ୨ ଜଣ ମୃତ

ପୁଣେ : ପୋର୍ସ କାର୍ ଧକ୍କାରେ ଗଲା ୨ ଜଣକ ଜୀବନ । ପୁଣେରେ ଘଟିଛି ଏଭଳି ଘଟଣା । ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଅନୀଷ ଅୱଧୀୟ ଓ ଅଶ୍ୱିନୀ କୋଶଟା
Read More...

ଅଜଣା ଗାଡି ଧକ୍କାରେ ୮ ମୃତ : ଜଣେ ଗୁରୁତର

ଇନ୍ଦୋର : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ । ଅହମ୍ମଦାବାଦ୍ ଏନ୍‌ଏଚ୍ ଘାଟବିଲୋଡ୍ ନିକଟରେ ଘଟିଛି ଦୁର୍ଘଟଣା । କାର୍‌ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣା ସ୍ଥଳରେ
Read More...