Browsing Tag

news of world

ଏହି ଦେଶରେ ୧୦ ସନ୍ତାନ ଜନ୍ମଦେଲେ ମହିଳାଙ୍କୁ ସମ୍ମାନିତ କରାଯିବା ସହ ୧୩ ଲକ୍ଷ ଟଙ୍କା ମିଳିବ

ମସ୍କୋ : ବିଶ୍ୱ ବଢ଼ୁଥିବା ଜନସଂଖ୍ୟା ଏବଂ ସମ୍ବଳ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ରୁଷରେ ପରିସ୍ଥିତି ଅଲଗା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ମହିଳାମାନଙ୍କୁ ଅଧିକରୁ ଅଧିକ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ଏଥିପାଇଁ ସେ ମହିଳାମାନଙ୍କ ପାଇଁ ପୁରସ୍କାର ଘୋଷଣା
Read More...

ଭାରତକୁ ଆଉ ୨ଟି ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି । ହେଭିଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଲଙ୍ଗ୍ ଜମ୍ପ୍‌ରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି ।
Read More...

ଯୁଦ୍ଧ ଆଶଙ୍କା : ୨୭ଟି ଚୀନ୍ ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ପ୍ରବେଶ କଲା

ନୂଆଦିଲ୍ଲୀ : ଏଏଫପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ୨୭ଟି ଚୀନ୍ ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ପ୍ରବେଶ କରିଛି । ତାଇୱାନ କହିଛି ଯେ, ଆମେରିକାର ହାଉସ ବାଚସ୍ପତି ନାନସୀ ପେଲୋସିଙ୍କ ଗସ୍ତ ପରେ ଚୀନ୍ ରାଗିଛି ଏବଂ ବର୍ତ୍ତମାନ ଯୁଦ୍ଧ ବିମାନ ପଠାଉଛି ।
Read More...

ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

ଫିଲିପାଇନ୍ସ : ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି । ମାନିଲାରେ ୩୦୦ କିଲୋମିଟରରୁ ଅଧିକ ଦୂର
Read More...

ପାକିସ୍ତାନରେ ଔଷଧର ଅଭାବ, ଏବେ ବି ସ୍ଥିତି ବେହାଲ୍‌

ଇସ୍‌ଲାମାବାଦ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରର ପତନ ଏବଂ ଶାହବାଜ ସରିଫଙ୍କ ଶାସନ ପ୍ରାପ୍ତ ପରେ ମଧ୍ୟ ଦେଶର ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ଦୈନନ୍ଦିନ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ପରେ ଦେଶର ଅନେକ ସହରରେ ଔଷଧର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ଆତ୍ମହତ୍ୟା ହାର
Read More...

ଦେଶ ଛାଡ଼ି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

କଲମ୍ବୋ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବୀରେ ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ଶନିବାର ଦିନ ତାଙ୍କ ସରକାରୀ ବାସଭବନ ଘେରିଛନ୍ତି । ଶନିବାର ସକାଳେ
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି । ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିଲା
Read More...

ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖିତ, ଆମର ପ୍ରାର୍ଥନା ତାଙ୍କ ସହ ଅଛି : ପିଏମ ମୋଦୀ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳି ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଆବେଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ
Read More...

ୟୁରୋପୀୟ ଦେଶମାନଙ୍କୁ ରୁଷ୍‌ର ଚେତାବନୀ : ଯଦି ୟୁକ୍ରେନକୁ ସମର୍ଥନ କରିବାକୁ ଚାହୁଁଛ, ତେବେ ସିଧାସଳଖ ଯୁଦ୍ଧ କର

ମସ୍କୋ : ଗତ ୪ ମାସ ଧରି ଲଗାତାର ଭାବେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଘନଘୋର ଯୁଦ୍ଧ ଚାଲିଛି, କିନ୍ତୁ ସେଠାକାର ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ବିଶେଷକରି ୟୁକ୍ରେନର ଲୋକମାନେ ନାହିଁ ନଥିବା ଯାତନାର ଶିକାର
Read More...

ଇମ୍ରାନ ଖାନ ଡ୍ରଗ୍ସଏଡ଼ିକ୍ଟ, ବିନା କୋକିନ୍‌ରେ ସେ ୨ ଘଣ୍ଟା ମଧ୍ୟ ବଞ୍ଚିପାରିବେ ନାହିଁ : ପାକ୍‌ ମନ୍ତ୍ରୀଙ୍କ ବଡ଼…

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ହ୍ରାସ ପାଉନାହିଁ, ବରଂ ବଢ଼ି ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ଏହି ପର୍ଯ୍ୟାୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ ଅତା ତରାଡ଼
Read More...