Browsing Tag

news of world

ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ଅର୍ଥ ସଚିବ

ୱାଶିଂଟନ : ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ । ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ ଯୋଗଦେବେ । ବିଶ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ହେଲେ ଦୁଇ ରାଷ୍ଟ୍ର
Read More...

ନ୍ୟୁଜିଲାଣ୍ଡ ତଟରେ ୫ଶହ ମୃତ ତିମି

ବେଲିଂଟନ୍‌ : ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ୱାଟରରେ ହ୍ୱେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା କରିଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ସମୁଦ୍ର ତଟରୁ ୨୫୦ ହ୍ୱେଲ୍‌ଙ୍କ ମୃତଦେହ ମିଳିଥିବା
Read More...

ବିଶ୍ୱ ବ୍ୟାଙ୍କର ନୂଆ ଆକଳନ : ଭାରତର ଜିଡିପି ଅଭିବୃଦ୍ଧି ୬.୫%କୁ କମିବ

ୱାସିଂଟନ : ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୬.୫ ପ୍ରତିଶତକୁ ହ୍ରାସ ପାଇବ । ବିଶ୍ୱ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ସଦ୍ୟ ଆକଳନରେ ଏହା ଦର୍ଶାଯାଇଛି । ଜୁନ୍‌ରେ ବିଶ୍ୱବ୍ୟାଙ୍କ କରିଥିବା ଆକଳନ ତୁଳନାରେ ଏହା ୧ ପ୍ରତିଶତ କମ୍‌ । ଅନ୍ତର୍ଜାତୀୟ ପରିସ୍ଥିତି ଖରାପ
Read More...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ୱାଶିଂଟନ/ନୂଆଦିଲ୍ଲୀ : ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ । ଭାରତ ପରି ବ୍ୟାପକ ସବ୍‌ସିଡି ଦେବା ପରିବର୍ତ୍ତେ ଅନ୍ୟ ଦେଶଗୁଡିକ ମଧ୍ୟ ପ୍ରତ୍ୟକ୍ଷ କ୍ୟାଶ ସ୍ଥାନାନ୍ତର କରିବା ଉଚିତ ।
Read More...

ଆମେରିକାରୁ ଯାତ୍ରା ଆରମ୍ଭ କଲେ ରୁଷିଆ ମହାକାଶଚାରୀ

ୱାଶିଂଟନ : କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଆର ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ ରୁଷିଆର ମହାକାଶଚାରୀମାନେ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ
Read More...

ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

ବେଜିଂ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର
Read More...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ୯୬ ତୋପର ସଲାମୀ

ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଶୁକ୍ରବାରଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି । ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଛି । ଅପରାହ୍ନ ୧ଟାରେ ହାଇଦ
Read More...

ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ପାଳିତ

ବାହାରିନ୍‌ : ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାହାରିନ ଓଡିଆ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ବସବାସ କରୁଥିବା ବହୁ ପ୍ରବାସୀ ଭାରତୀୟ ଯୋଗ ଦେଇ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠାନର ସଭାପତି ଅରୁଣ କୁମାର
Read More...

ନକଲି ଋଣ ଆପରୁ ଚୀନ୍ ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି କରିଛି, ହଂକଂର ଏକ ସର୍ଭରରେ ଲୁଚେଇ ରଖିଛି : ମୁମ୍ବାଇ…

ମୁମ୍ବାଇ : ନକଲି ଋଣ ଆପ୍ ମାମଲାର ତଦନ୍ତରେ ଅନେକ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଚାଇନାର ସାଇବର ଠକମାନେ ନକଲି ଋଣ ଆବେଦନ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଚୋରି କରିବା ସହ ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି କରିଛନ୍ତି । ଭବିଷ୍ୟତରେ ଏହି ଚୋରି ହୋଇଥିବା ତଥ୍ୟକୁ କୌଣସି
Read More...

ବାଂଲାଦେଶ : ଶେଖ ହସିନା କହିଲେ- ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେତିକି ଅଧିକାର ଅଛି, ଯେତିକି ମୋର

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଦେଶର ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେଭଳି ଅଧିକାର ରହିଛି, ଯେତିକି ତାଙ୍କର ଅଧିକାର ଅଛି । ସେ କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ପଶ୍ଚିମବଙ୍ଗରେ ଯେତିକି ମାଣ୍ଡପ ଲାଗେ, ତାଠାରୁ ଅଧିକ ଢାକାରେ ଲାଗେ । ଶେଖ ହସିନା ଗୁରୁବାର
Read More...