Browsing Tag

news of world

ଆଫଗାନିସ୍ତାନ ମସଜିଦରେ ବୋମା ତିଆରି କ୍ଲାସ୍‌ ନେବା ମହ‌ଙ୍ଗା ପଡ଼ିଲା : ବିସ୍ଫୋରଣରେ ୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ : କୁହାଯାଏ, ଖରାପ କାମର ଫଳାଫଳ ଖରାପ ହିିଁ ହୋଇଥାଏ । ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ସହ ଏଭଳି ଏକ ଘଟଣା ଘଟିଛି । ଆଫଗାନିସ୍ତାନର ଏକ ମସଜିଦ ଭିତରେ ବୋମା ତିଆରିର ତାଲିବାନ ଆତଙ୍କବାଦୀମାନେ ‌କ୍ଲାସ୍‌ ନେଉଥିବା ବେଳେ ବିସ୍ଫୋରଣ ଘଟି ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିବା
Read More...

ମିଳିଲା ୬ କୋଟି ବର୍ଷ ତଳର ବିଶାଳ ମାଛର ଜୀବାଶ୍ମ, ବୈଜ୍ଞାନିକମାନେ ଆ‌ଶ୍ଚର୍ଯ୍ୟ

ଲଣ୍ଡନ : ବ୍ରିଟେନରେ ‌ଜୀବାଶ୍ମ ବିଶେଷଜ୍ଞମାନେ ହଠାତ୍ ଏକ ବିଶାଳ ମାଛର ଜୀବାଶ୍ମ ପାଇଛନ୍ତି, ଯାହା ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ଡାଇନୋସର ଶେଷ ସମୟ ପର୍ୟ୍ୟନ୍ତ ବଞ୍ଚି ରହିଥିଲା । ବ୍ରିଟେନର ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଜୀବାଶ୍ମ ବୈଜ୍ଞାନିକମାନେ ଏହି ଜୀବାଶ୍ମକୁ ଚିହ୍ନଟ
Read More...

ଇରାକରେ ୧୩ ତୁର୍କୀ ସୈନିକଙ୍କୁ ହତ୍ୟା

ଅଙ୍କାରା : ପାକିସ୍ତାନ ସହିତ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢ଼ାଇବାକୁ ଯୋଜନା କରୁଥିବା ତୁର୍କୀ ଇରାକରେ ଏକ ବଡ଼ ଧରଣର ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଉତ୍ତର ଇରାକର ଗୁମ୍ଫା ଭିତରେ କୁର୍ଦ୍ଦ ଗରିଲା ଗୋଷ୍ଠୀ ପିକେକେ ୧୩ ଜଣ ତୁର୍କୀ ସୈନିକ ଏବଂ ପୋଲିସ କର୍ମଚାରୀଙ୍କୁ ଅତି
Read More...

ମିଆଁମାରରେ ଚୀନ୍ ବିରୋଧରେ ବ୍ୟାପକ ପ୍ରଦର୍ଶନ, ସେନା ପ୍ରଥମ ଥର ପାଇଁ ଗୁଳି ଚଳାଇଲା

ୟାଙ୍ଗନ୍ : ଗତ ୯ ଦିନ ଧରି ମିଆଁମାରରେ ହୋଇଥିବା ସାମରିକ ଶାସନକୁ ନେଇ ସାଧାରଣରେ ବିରୋଧ ଜାରି ରହିଛି । ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଚୀନ୍ ସରକାର । ଏହି ସମୟରେ, ଜନ ବିଦ୍ରୋହକୁ ଦମନ କରିବା ପାଇଁ ସେନା ଟ୍ୟାଙ୍କ ନିୟୋଜିତ କରିଛି ଏବଂ କିଛି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ଖବର
Read More...

ପଶ୍ଚିମ ଆଫ୍ରିକୀୟ ଦେଶରେ ମାରାତ୍ମକ ଇବୋଲା ଭୂତାଣୁ ସଂକ୍ରମଣରେ ୪ ମୃତ : ମହାମାରୀ ଘୋଷଣା

କୋନାକ୍ରି : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ୫ ବର୍ଷ ପରେ କରୋନା ବିପର୍ୟ୍ୟୟ ମଧ୍ୟରେ ପୁଣି ମାରାତ୍ମକ ଇବୋଲା ଭୂତାଣୁ ବ୍ୟାପିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଇବୋଲା ବିପଦକୁ ଦୃଷ୍ଟିରେ ରଖି ଗିନି ସରକାର ଇବୋଲା ଭୂତାଣୁ ସଂକ୍ରମଣକୁ ମହାମାରୀ
Read More...

ସମ୍‌ଝୋତା ଏକ୍ସପ୍ରେସ : ଇମ୍ରାନ ଖାନଙ୍କ ପାକିସ୍ତାନ ଭାରତୀୟ ବଗି ଯୋଖି ଟ୍ରେନ ଚଳାଉଛି

ଇସଲାମାବାଦ : ପାକିସ୍ତାନର ପ୍ରତ୍ୟେକ ନାଗରିକଙ୍କ ଉପରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିବା ଇମ୍ରାନ ଖାନଙ୍କ ପାଖରେ ତାଙ୍କର ରେଳ ଚଳାଇବାକୁ ଟଙ୍କା ନାହିଁ । ଅବସ୍ଥା ଏମିତି ଯେ, ପାକିସ୍ତାନ ରେଳବାଇ ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହେଁ ଏବଂ ଘରୋଇକରଣ କରିବାକୁ ବାଧ୍ୟ ହେଉଛି
Read More...

୧୦୦ ଟଙ୍କାରୁ କମ୍‌ ଦରରେ ଇଟାଲୀରେ ବିକ୍ରି ହେଉଛି ଘର

ରୋମ୍ : ଯଦି ଆପଣ ଇଟାଲୀରେ ଏକ ଘର କିଣିବାକୁ ଚାହାଁନ୍ତି, ତେବେ ଏଠାରୁ କେବେବି ବଡ଼ ସୁଯୋଗ ପାଇବେ ନାହିଁ । ଘରଗୁଡିକ ଏତେ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହାକୁ ଆପଣ ଭାବି ମଧ୍ୟ ପାରିବେ ନାହିଁ । ଅବଶ୍ୟ ଘରଗୁଡ଼ିକ ବହୁତ ପୁରୁଣା ଏବଂ ଏହାର ମରାମତି ଆବଶ୍ୟକ ହୋଇପାରେ । ଏହି ଘରଗୁଡିକ
Read More...

ଚୀନ୍ ଉପରେ ନରମତା ଦେଖାଇବା ଆମେରିକାର ମନୋଭାବ ନୁହେଁ : ପେଣ୍ଟାଗନ୍ ଟାସ୍କ ଫୋର୍ସ ଗଠିତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ପେଣ୍ଟାଗନ୍ ଟାସ୍କଫୋର୍ସ ଗଠିତ ହୋଇଛି, ଯାହା ଚୀନ୍ ଦ୍ୱାରା ଉପସ୍ଥାପିତ ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆସନ୍ତା କିଛି ମାସ ମଧ୍ୟରେ ଏହାର ପରାମର୍ଶ ଦେବ । ପେଣ୍ଟାଗନ୍ ଗସ୍ତରେ ପ୍ରଥମ ଥର ଯାଇ ବାଇଡେନ ବୁଧବାର ଦିନ
Read More...

ପ୍ରଥମ ଥର ପାଇଁ ବାଇଡେନ ଚୀନ୍ ସହ କଥା ହେଲେ ଏବଂ ଏହି ସର୍ତ୍ତ ରଖିଲେ

‌ୱାଶିଂଟନ୍‌ : ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ନୂତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଥର ପାଇଁ ଫୋନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇଥିଲେ । ବାଇଡେନ ଟୁଇଟ୍ କରି କହିଛନ୍ତି ଯେ, ମୁଁ ରାଷ୍ଟ୍ରପତିଙ୍କ ସହ କଥା ହୋଇ ଚୀନ୍ ଲୋକଙ୍କୁ ଚନ୍ଦ୍ର ନୂତନ
Read More...

ଆମେରିକା: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ରା‌ସ୍ତା ସଫା

ୱାଶିଂଟନ୍ : ଆମେରିକାର ସିନେଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ୧୩ ମିନିଟର ଭାବପ୍ରବଣ ଭିଡିଓରୁ ଆରମ୍ଭ ହୋଇଥିଲା । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଓକିଲ ମଧ୍ୟ ଭିଡିଓ ଦେଖିବା ପରେ ନିଜର ରଣନୀତି ବଦଳାଇ ୧ ଘଣ୍ଟାରୁ ଅଧିକ ସମୟର ଭାବପ୍ରବଣ ଭାଷଣ ଦେଇଥିଲେ,
Read More...