୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍ ରାଷ୍ଟ୍ରପତି ପୁରସ୍କାର
ଭୁବନେଶ୍ୱର, (କେପିଏନ୍ଏସ୍) : ଓଡିଶାରେ ହକିର ଉନ୍ନତି ପାଇଁ ବିଶେଷ ଅବଦାନ ଯୋଗୁଁ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହାର ୪୭ତମ କଂଗ୍ରେସରେ ଏଫଆଇଏଚ୍!-->…
Read More...
Read More...