Browsing Tag

news of ipl

ଆଇପିଏଲ : କୋଲକାତାକୁ ୬ ୱିକେଟରେ ହରାଇ ରାଜସ୍ଥାନ ଭାଙ୍ଗିଲା ପରାଜୟ ଧାରା, ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଷଷ୍ଠକୁ…

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ରାଜସ୍ଥାନ ରୟାଲ୍ସ ୨ ଥର ବିଜେତା କୋଲ୍‌କାତା ନାଇଟ୍ ରାଇଡର୍ସକୁ ୬ ୱିକେଟ୍‌ରେ ପରାସ୍ତ କରି ପରାଜୟ ଧାରା ଭାଙ୍ଗିଛି। ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍ ଶେଷ ସ୍ଥାନ ପରିତ୍ୟାଗ କରି ପଞ୍ଚମକୁ ଉନ୍ନୀତ ହୋଇଛି।
Read More...

ଆଇପିଏଲ : ଧାୱନଙ୍କ ଶିଖର ପାଳିରେ ଚେନ୍ନାଇକୁ ୫ ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପାଳି ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଥିବା ଶତକ ଅର୍ଜନକାରୀ ଶିଖର ଓ ଶେଷ କିଛି ବଲରେ ଦ୍ରୁତ ପାଳି ଖେଳି ଅକ୍ଷର ପଟେଲ
Read More...

ଆଇପିଏଲ : ଏବିଡିଙ୍କ ପ୍ରହାରରେ ଘାଇଲା ରାଜସ୍ଥାନକୁ ପ୍ଲେଅଫ୍ ସୁଯୋଗର ଦୂରତା ବଢିଲା ଏବିଡ ୫୫ରନ୍ ୨୨ବଲ ଦ୍ରୁତ ପାଳି…

ଦୁବାଇ: ଏବି ଡି’ଭିଲିୟର୍ସଙ୍କ ଆଉ ଏକ ବିସ୍ଫୋରକ ପାଳି (୨୨ ବଲ୍‌ରୁ ୫୫* ରନ୍‌) ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଶନିବାର ଅପରାହ୍ନ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ୧୮ତମ ଓଭର ପର୍ୟ୍ୟନ୍ତ ମ୍ୟାଚ୍‌ ଉଭୟ ଦଳ ହାତରେ ଥିଲେ ମଧ୍ୟ ୧୯ତମ ଓଭରରେ ଜୟଦେବ
Read More...

ଆଇପିଏଲ : ଧାୱନ-ଆୟାରଙ୍କ ଅର୍ଧଶତକ ପରେ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ ଦିଲ୍ଲୀ ବୋଲର

ଦୁବାଇ : ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ତା’ ସହ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷସ୍ଥାନକୁ ଫେରିଛି । ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ
Read More...

ପଞ୍ଜାବକୁ ରୋମାଞ୍ଚକର ଭାବେ ୨ ରନରେ ହରାଇଲା କୋଲକାତା : ୬ ମ୍ୟାଚରୁ ଗୋଟେ ବିଜୟ ସହ ପଞ୍ଜାବର ଟ୍ରଫି ଆଶା କ୍ଷୂର୍ଣ୍ଣ

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ପଞ୍ଜାବକୁ ୨ ରନରେ ହରାଇ ଦେଇଛି ।ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର
Read More...