Browsing Tag

news of india

୮ ମାସର ଶିଶୁପୁତ୍ରକୁ ବାଡେଇଲା ଆୟା, ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ର ଆଇସିୟୁରେ ଭର୍ତ୍ତି

ସୁରତ : ଗୁଜୁରାଟର ସୁରତ ସହରରେ ଜଣେ ଆୟା ୮ ମାସର ଶିଶୁପୁତ୍ରକୁ ମାଡ ମାରିବା ପରେ ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଆଜି ପୋଲିସ ଏହି ସୂଚନା ଦେଇଛି । ମହିଳା ଜଣକ କୋମଲ
Read More...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜମ୍ମୁ : ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହିତ ସୂଚନା ମିଳିଛି । ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବା ଓ ଟିଆରଏଫର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ତଲାସି ବେଳେ
Read More...

ଜାମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଜି ସକାଳେ ଜାମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହା ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାନ୍ତ ଫୟାଜବାଦରେ ରିକ୍ଟର
Read More...

ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା : ୫ ଜଣ ସାଧାରଣ ନାଗରିକଙ୍କ ସମେତ ୩ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମଳିଛି । ପ୍ରଥମଟି ମୋଟ ୬ ଜଣ ଲୋକ ବିବାହ ଉତ୍ସବରୁ ଫେରୁଥିବା ବେଳେ ରାମପୁରରେ ଟାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା । ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ
Read More...

ବିଶ୍ୱବିଦ୍ୟାଳୟ ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଏମ୍‌ ଜଗଦେଶ କୁମାର

ନୂଆଦିଲ୍ଲୀ : ଦିଲ୍ଲୀ ଜବାହାରଲାଲନେହେରୁ ୟୁନିଭର୍ସିଟିର କୁଳପତି ପ୍ରଫେସର ଭାବେ ଏମ୍‌ ଜଗଦେଶ କୁମାରଙ୍କୁୁ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି । ପାଞ୍ଚ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ସେ ପାଞ୍ଚ ବର୍ଷ ପାଇଁ ଅଥବା
Read More...

‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’ : ପ୍ରୟାଗରାଜ ଧର୍ମ ସଂସଦରେ ପ୍ରସ୍ତାବ ପାରିତ ହେଲା

ପ୍ରୟାଗରାଜ : ସଙ୍ଗମ ସହର ପ୍ରୟାଗରାଜରେ 'ଧର୍ମ ସଂସଦ' ଆୟୋଜିତ ହୋଇଥିଲା, ଯେଉଁଥିରେ ଶହ ଶହ ସାଧୁ ଓ ସନ୍ଥ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସାଧୁ ଓ ସନ୍ଥମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହିତ ତିନୋଟି ପ୍ରସ୍ତାବ ପାରିତ କରିଥିଲେ । ସାଧୁସନ୍ଥମାନେ କହିଛନ୍ତି ଯେ, ଯଦି
Read More...

ଦିଲ୍ଲୀରେ ସ୍କୁଲ କଲେଜ ଖୋଲିବ, ରାତିର କର୍ଫ୍ୟୁରେ ଏକ ଘଣ୍ଟା ହ୍ରାସ

ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବ । ଆଜି ଡ଼ିଡ଼ିଏମ୍‌ଏ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବା ସହିତ ରାତିର କର୍ଫ୍ୟୁକୁ ମଧ୍ୟ ଏକ ଘଣ୍ଟା କମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ଟାରୁ ସକାଳ ୫ଟା
Read More...

କରୋନା କାଳରେ ମାଗଣା ଖାଦ୍ୟ ମିଳୁଛି, ନକଲି ସମାଜବାଦୀମାନେ ଆପଣଙ୍କୁ ଭୋକିଲା ରଖିଦେବେ : ମୋଦୀ

ଲକ୍ଷ୍ନୌ : ବିରୋଧୀ ଦଳ ଗୁଜବ୍‌ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଆଖୁ ଚାଷୀଙ୍କ ବକେୟା ବର୍ଷ ବର୍ଷ ଧରି ଚାଲି ଆସୁଥିଲା । ଯୋଗୀ ସରକାର ପୁରୁଣା ଦେୟ ସମେତ ୧.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ବର୍ଷର ବକେୟା ପରିଶୋଧ କରାଯାଇଛି ।
Read More...

ଅଖିଳେଶ ଯାଦବଙ୍କ ସମେତ ୪୦୦ ଲୋକଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଏବଂ କୋଭିଡ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗରେ ମାମଲା…

ଲକ୍ଷ୍ନୌ : ସମାଜସେବୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଲୋକଦଳ ସଭାପତି ଜୟନ୍ତ ଚୌଧୁରୀଙ୍କ ବିରୋଧରେ ଦାଦିରି ପୋଲିସ ଷ୍ଟେସନରେ ଆଦର୍ଶ ଆଚରଣ ବିଧି ଏବଂ କୋଭିଡ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୋଲିସର ମୁଖପାତ୍ର କହିଛନ୍ତି ଯେ, ଫେବୃଆରୀ ୩
Read More...

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି : ଜୋର୍‌ସୋର୍‌ ନେତାଙ୍କ ବଳ କଷାକଷି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ତାରିଖ ପାଖେଇ ଆସୁଥିବାରୁ ସମସ୍ତ ଦଳର ନେତାମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ସହର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥି
Read More...