ଦିଲ୍ଲୀରେ ବିପୁଳ ପରିମାଣର ବାଣ ଜବତ, ୬ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଥିବା ସୂଚନା ମିଳିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି । ଦିଲ୍ଲୀ ପୋଲିସ ଦ୍ୱାରା ଦ୍ୱାରକା, ଉତ୍ତର!-->…
Read More...
Read More...