jittmm
Browsing Tag

news of india

ଖାଇକୁ ଖସିଲା ବସ୍‌ : ୫ ମୃତ, ୧୫ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିବା ଖବର ମିଳିଛି । ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ
Read More...

ଆଜି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପାଇଥିବା ୭୧ ହଜାର ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନିଯୁକ୍ତିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ସୂଚନା ଅନୁସାରେ, ପୂର୍ବାହ୍ନ ସାଢ଼େ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୯ ମୃତ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଘଟିଛି । ଏକ ଟ୍ରକ ଏବଂ ଚାରି ଚକିଆ ଯାନ ମଧ୍ୟରେ ଦୁର୍ଘଟଣା
Read More...

ଆଜି ହିମାଚଳ ପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା

ସିକିମ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବୁଧବାର ହିମାଚଳ ପ୍ରଦେଶରେ ପ୍ରବେଶ କରିବ । ଏହା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଙ୍ଗଳବାର ଇନ୍ଦୋରା ନିକଟସ୍ଥ ମାନସେର ଟୋଲ ପ୍ଲାଜାରେ ବ୍ୟବସ୍ଥାର ସମୀକ୍ଷା କରିଥିବା ସରକାରୀ ସୂତ୍ରରୁ
Read More...

ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ : ୪୫ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, ବିମାନରେ ୪ ଭାରତୀୟ ଥିବା ସୂଚନା

ନୂଆଦିଲ୍ଲୀ : ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏବେ ସୁଦ୍ଧା ୪୫ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଭାରତୀୟ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟେତି ଏୟାରଲାଇନ୍ସର ବିମାନ କାଠମାଣ୍ଡୁରୁ ପୋଖରା ଯିବା ବେଳେ ଦୁର୍ଘଟଣାଗ୍ରସ୍ତ
Read More...

ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି । ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୩୫ ଜଣ କେନ୍ଦ୍ର
Read More...

୩୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏମାନଙ୍କ ନିକଟରୁ
Read More...

କୁନୋ ନ୍ୟାସନାଲ ପାର୍କକୁ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

ନୂଆଦିଲ୍ଲୀ : କୁନୋରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ତାରଖ ଧାର୍ଯ୍ୟ ହୋଇଛି । ଏଥର ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି । କୁନୋକୁ ଆସିବାକୁ ଥିବା ଏହି ଚିତାମାନେ
Read More...

ଆଦିଯୋଗୀ ଶିବଙ୍କ ୧୧୨ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଏମ୍ବାଟୁର : କୋଏମ୍ବାଟୁରରେ ଥିବା ନନ୍ଦୀ ପାହାଡର ପାଦଦେଶରେ ମକର ସଙ୍କ୍ରାନ୍ତୀ ଅବସରରେ ଆଦିଯୋଗୀ ଶିବଙ୍କର ୧୧୨ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଚିକକବାଲାପୁର ଜିଲ୍ଲାର ନନ୍ଦୀ ପାହାଡରେ ଅବସ୍ଥିତ ଇଶା ଫାଉଣ୍ଡେସନ କ୍ୟାମ୍ପସରେ ଆଦିୟୋଗୀଙ୍କର ଏକ ବିଶାଳ
Read More...

ରାଜସ୍ଥାନ ହାଇକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି

ନୂଆଦିଲ୍ଲୀ : ଆଇନ୍‌ ଓ ନ୍ୟାୟ ମନ୍ତ୍ରାଳୟ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ଅଧିସୂଚନା ଜାରି କରିଛି । ଏଥିରେ ୬ଜଣ ନ୍ୟାୟିକ ଅଧିକାରୀ ଥିବା ବେଳେ ଆଉ ୩ଜଣ ଅଧିବକ୍ତା ଅଛନ୍ତି । ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜସ୍ଥାନ ହାଇକୋର୍ଟଙ୍କ
Read More...